Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୁଣ୍ଡରେ ପଡିଲା ଲେଜର ଲାଇଟ, ମଞ୍ଚରୁ ଦୌଡିଲେ ପ୍ରିୟଙ୍କାଙ୍କ ସ୍ୱାମୀ ପପ୍‌ଷ୍ଟାର୍ ନିକ୍ ଜୋନସ

by ସଞ୍ଜୟ ସ୍ୱାଇଁ
October 17, 2024
in NATIONAL NEWS
ମୁଣ୍ଡରେ ପଡିଲା ଲେଜର ଲାଇଟ, ମଞ୍ଚରୁ ଦୌଡିଲେ ପ୍ରିୟଙ୍କାଙ୍କ ସ୍ୱାମୀ ପପ୍‌ଷ୍ଟାର୍ ନିକ୍ ଜୋନସ
180
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଏବେ ସେଲିବ୍ରିଟିମାନଙ୍କ ମନରେ ଡର ପଶିଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏବେ ବଲିଉଡ-ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ତଥା ପପ୍ ଷ୍ଟାର ନିକ ଜୋନସଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ନିଜ ସୁରକ୍ଷା ଗାର୍ଡଙ୍କୁ କିଛି ସଙ୍କେତ ଦେଇ ମଞ୍ଚରୁ ଦୌଡ଼ି ପଳାଉଛନ୍ତି। କୁହାଯାଉଛି ଯେ, ତାଙ୍କ ଉପରେ ଲେଜର ଲାଇଟ୍ ପଡ଼ିବାରୁ ସେ ଏଭଳି କରିଥିଲେ। ସୂଚନା ମୁତାବକ, ନିକ୍ ଜୋନସ ତାଙ୍କ ଭାଇ କେଭିନ ଏବଂ ଜୋ ଜୋନସଙ୍କ ସହ ମଙ୍ଗଳବାର ଦିନ ପ୍ରାଗରେ ନିଜ କନସର୍ଟ ପାଇଁ ପ୍ରସ୍ତୁତ ହେଉଥିଲେ। ସମସ୍ତେ ମଞ୍ଚ ଉପରେ ଥିବା ବେଳେ କନସର୍ଟ ଆରମ୍ଭ ହେବାକୁ ଅପେକ୍ଷା କରିଥିଲେ ଲୋକେ। ଏହି ସମୟରେ ହଠାତ୍ ନିକଙ୍କ ମୁଣ୍ଡରେ ଲେଜର ଲାଇଟ୍ ପଡ଼ିବାରୁ ସେ ଡରରେ ବିପଦ ଥିବା ସଙ୍କେତ ଦେଖାଇ ମଞ୍ଚରୁ ଦୌଡ଼ି ପଳାଇଥିଲେ। ନିକ୍ ଦୌଡ଼ି ପଳାଇଥିଲେ ବି ତାଙ୍କ ୨ଭାଇ ମଞ୍ଚ ଉପରେ ଥିବା ଦେଖାଯାଇଥିଲା। ତେବେ ପରେ କନସର୍ଟକୁ ଆସିଥିବାେ ଜଣେ ଯୁବକ ଲେଜର ଲାଇଟ୍ ନିକଙ୍କ ଉପରକୁ ପକାଇଥିବା ଜଣାଯାଇଥିଲା। କନସର୍ଟକୁ ଅଧାରୁ ରୋକି ନିକଙ୍କ ସୁରକ୍ଷା ଗାର୍ଡ ଯାଞ୍ଚ କରିଥିବା ବେଳେ ଯୁବକଜଣକ ଡରାଇବା ପାଇଁ ଏଭଳି କରିଥିବା ଜଣାଯାଇଥିଲା। ପରେ ଲେଜର ଲାଇଟ୍ ପକାଇଥିବା ଯୁବକଙ୍କୁ କନସର୍ଟରୁ ବାହାର କରାଯିବା ପରେ ପୁଣି ଥରେ ମଞ୍ଚକୁ ଆସି କନସର୍ଟ ଆରମ୍ଭ କରିଥିଲେ ନିକ୍।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!