Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ

by ସଞ୍ଜୟ ସ୍ୱାଇଁ
October 14, 2024
in Crime, State
ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ
72
VIEWS
Share on FacebookShare on Twitter

ଚୌଦ୍ୱାର, (ବାଘୁଆବାର୍ତ୍ତା): ଚୌଦ୍ଵାର ପୋଲିସର ବଡ଼ ସଫଳତା । ଚୌଦ୍ଵାରର ବିଭିନ୍ନ ବଜାରରେ ସିରିଜ୍ ଚୋରି ଘଟଣାରେ ଆତଙ୍କ ମଚାଇଥିବା ଗ୍ୟାଙ୍ଗରୁ ତିନ ଚୋରଙ୍କୁ ଧରିଲା ପୋଲିସ । ଗିରଫ ହୋଇଥିବା ଚୋରମାନେ ଚୌଦ୍ଵାର ଓଟିଏମ୍ ମୁଣ୍ଡା ସାହି ବସ୍ତିର ସୌମ୍ୟ ରଞ୍ଜନ ବଦ୍ରା, ଓମ୍ ମହନ୍ତ ଓ ଓମ୍ ବେହେରା ବୋଲି ଜଣାପଡ଼ିଛି । ଘଟଣାସ୍ଥଳରୁ ଅନ୍ୟ ଚୋରମାନେ ଫେରାର ହୋଇଛନ୍ତି । କଟକ ଜିଲ୍ଲା ଚୌଦ୍ୱାର ବ୍ଲକ୍‌ରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଚୌଦ୍ଵାରର ବିଭିନ୍ନ ବଜାରରେ ଏକ ଦଳ ମିଶି ଅନେକ ଗୁଡ଼ିଏ ଚୋରି କରି ଆତଙ୍କ ମଚାଇଥିଲେ । ଏନେଇ ଅଭିଯୋଗ ମଧ୍ୟ ହୋଇଥିଲା । ଏହି ଘଟଣାରେ ପଦକ୍ଷେପ ନେଇ ଆଇଆଇସି ବିଶ୍ବରଂଜନ ସାହୁଙ୍କ ନେତୃତ୍ତ୍ୱରେ ଏକ ଟିମ୍ ଦୁଇ ରାତି ଧରି ରାତ୍ରିରେ ସମସ୍ତ ବଜାର ଉପରେ ନଜର ରଖିଥିଲା । ତେବେ ରବିବାର ତିନି ଚୋରଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଚୋରମାନେ ଫେରାର ହୋଇଛନ୍ତି । ଫେରାର ଥିବା ଚୋରଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଚୌଦ୍ଵାର ଥାନା ଅଧିକାରୀ ବିଶ୍ଵ ରଞ୍ଜନ ସାହୁ । ଗିରଫ ହୋଇଥିବା ଚରଙ୍କ ନାଁରେ ପୂର୍ବରୁ ଅନ୍ୟ ଥାନାରେ ମାମଲା ରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!