ନୟାଗଡ଼, (ବାଘୁଆବାର୍ତ୍ତା): ଦେଶୀ ମଦ ପିଇ ବାଡ଼େଇ ବାଡ଼େଇ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀ ଗିରଫ ହୋଇଛି । ସୂଚନାନୁସାରେ, ସଦରଥାନା ଅନ୍ତର୍ଗତ କାଳିକାପ୍ରସାଦ ପଂଚାୟତ ଗମେଇ ଗାଁର କିଶୋର ନାୟକ ତାଙ୍କ ସ୍ତ୍ରୀକୁ ଦେଶୀ ମଦ ପିଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସଦରଥାନା ପୁଲିସ ଶବ ବ୍ୟବଚ୍ଛେଦ କରିବା ସହ ସ୍ୱାମୀ କିଶୋରକୁ ଗିରଫ କରିଛି ।





