Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜୁଆ ନଦୀରେ ବୁଲୁଛି କୁମ୍ଭୀର

by ସଞ୍ଜୟ ସ୍ୱାଇଁ
October 11, 2024
in Feature News
ରାଜୁଆ ନଦୀରେ ବୁଲୁଛି କୁମ୍ଭୀର
48
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ପୁରୀ ଜିଲ୍ଲା କଣାସ ରାଜୁଆ ନଦୀରେ କୁମ୍ଭୀର ଆତଙ୍କ। ଆଜି ସକାଳେ କୁମ୍ଭୀର ରାଜୁଆ ନଦୀରେ ବୁଲୁଥିବା ଦେଖି ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ତିରୁମଲରୁ ହଳଦିଆପଡା ଭିତରେ ଏହି କୁମ୍ଭୀରଟି ବୁଲୁଛି। ବିଶେଷକରି କଣାସ ଅଞ୍ଚଳର ଗ୍ରାମବାସୀ ରାଜୁଆ ନଦୀ ଉପରେ ନିର୍ଭର କରିଥାନ୍ତି। କୁମ୍ଭୀର ଥିବା ଜାଣିବା ପରେ ଗ୍ରାମବାସୀ ନଦୀ ଯିବାକୁ ଭୟ କରୁଛନ୍ତି। କୁମ୍ଭୀରକୁ ଖୁବଶୀଘ୍ର ଧରିବା ଲାଗି ବନବିଭାଗ ନିକଟରେ ଦାବି ରଖିଛନ୍ତି ଗ୍ରାମବାସୀ। ଜଣେ ଗ୍ରାମବାସୀ କହିଛନ୍ତି, ରାଜୁଆ ନଦୀରେ କୂମ୍ଭୀର ବୁଲୁଥିବା ଆମେ ଆଜି ସକାଳେ ଦେଖିଲୁ। କୁମ୍ଭୀରଟି କୂଳକୁ ଉଠି ଆସୁଛି। ଆମେ ଗ୍ରାମବାସୀ ରାଜୁଆ ନଦୀ ଉପରେ ନିର୍ଭର କରି ଚଳୁଛୁ। ପ୍ରତିଦିନ ଆମେ ରାଜୁଆ ନଦୀରେ ଗାଧୁଆପାଧୁଆ କରୁଛୁ। କୁମ୍ଭୀରଟି ଦୟା ନଦୀରୁ ରାଜୁଆକୁ ପଳାଇ ଆସିଥିବା ଅନୁମାନ କରାଯାଉଛି। ବନ ବିଭାଗ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଆମେ ଭୟଭୀତ ଅବସ୍ଥାରେ ଅଛୁ।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!