Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ଗାଁ ପାଇଁ ଗୌରବ ଆଣିଲେ କୃତୀ ଛାତ୍ର ରମାକାନ୍ତ

by ସଞ୍ଜୟ ସ୍ୱାଇଁ
November 22, 2020
in Nayagarh
ଓଡ଼ଗାଁ ପାଇଁ ଗୌରବ ଆଣିଲେ କୃତୀ ଛାତ୍ର ରମାକାନ୍ତ
2.6k
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ର ରମାକାନ୍ତ ମହାନ୍ତି ଚଳିତ ବର୍ଷ ରାଜ୍ୟ ସ୍ତରୀୟ ପି.ଜି ପ୍ରବେଶିକା ପରୀକ୍ଷାରେ ଚତୁର୍ଥ ସ୍ଥାନରେ ରହି ସମଗ୍ର ଜିଲ୍ଲା ତଥା ମହାବିଦ୍ୟାଳୟ ଏବଂ ଓଡ଼ଗାଁ ପାଇଁ ଗୌରବ ଆଣିଛନ୍ତି । ଏହା ସହିତ ବନାରସ ହିନ୍ଦୁ ବିଦ୍ୟାଳୟ, ଓ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ପି.ଜି ପ୍ରବେଶିକା ପରୀକ୍ଷାରେ ଅନୁରୂପଭାବେ ସଫଳତା ପାଇଛନ୍ତି । ସୂଚନାଯୋଗ୍ୟ ଚଳିତ ବର୍ଷ +୩ ଶେଷ ବର୍ଷ ଉଦ୍ଭିଦ ବିଜ୍ଞାନ ସମ୍ମାନ ପରୀକ୍ଷାରେ ସର୍ବୋଚ୍ଚ ନଂ ରଖି ମହାବିଦ୍ୟାଳୟର ଟପ୍ପର ମଧ୍ୟ ହୋଇଥିଲେ।ରମାକାନ୍ତ ହେଉଛନ୍ତି ଓଡ଼ଗାଁ ପାଇକସାହି ନିବାସୀ ଶ୍ରୀଯୁକ୍ତ ପୀତବାସ ମହାନ୍ତିଙ୍କର ସୁଯୋଗ୍ୟ ସନ୍ତାନ ।ତାଙ୍କର ଏହି ସଫଳତା ପରେ ରଘୁନାଥସମବାୟ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ନାୟକଙ୍କ ସମେତ ବିଭାଗୀୟ ମୁଖ୍ୟ ଡଃ ସୁକାନ୍ତ କୁମାର ସାହୁ ଏବଂ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!