Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ଯୁବକ ଗୁରୁତର, ଜଣେ ଫେରାର

by ସଞ୍ଜୟ ସ୍ୱାଇଁ
November 16, 2020
in Nayagarh
ମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ଯୁବକ ଗୁରୁତର, ଜଣେ ଫେରାର
3.4k
VIEWS
Share on FacebookShare on Twitter

ଓଡ଼ଗାଁ (ବାଘୁଆବାର୍ତ୍ତା): ଆଜି ସନ୍ଧ୍ୟା ସମୟରେ ଗୋଡିପଲ୍ଲୀ ଛକ ଏବଂ ଭୁଇଁଆଣି ହୋଟେଲ ମଝିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ହୋଇଅଛନ୍ତି ।ସୂଚନା ଅନୁଯାୟୀ ହିରୋ ବାଇକରେ ନଂ ଓଡ଼ି ୩୨ଇ ୩୬୩୧ ଗାଡ଼ିରେ ତିନିଜଣ ଯୁବକ ଓଡ଼ଗାଁ ଅଂଚଳକୁ ଆସୁଥିବା ସମୟରେ ପାଦରେ ଚାଲି ଚାଲି ଯାଉଥିବା ଏକ ଯୁବକ(ପ୍ରେମାନଦ ନାୟକ)କୁ ପଛପଟୁ ଧକ୍କା ଦେଇ ଦୁର୍ଘଟଣା ଘଟିଅଛି । ତିନିଜଣ ବାଇକ ଆରୋହି ମଧ୍ୟରୁ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ଓଡ଼ଗାଁ ଦମକଳ ବାହିନୀ ଏବଂ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ସହାୟତାରେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଅଛି । ଉକ୍ତ ତିନିଜଣ ଗୁରୁତର ଯୁବକଙ୍କର ନାଁ ପ୍ରେମାନନ୍ଦ ନାୟକ ,ସୁଶାନ୍ତ ସ୍ୱାଇଁ ,ସାହେବ ମୂର୍ତି ,।ପ୍ରେମାନନ୍ଦ ନାୟକ ସ୍ଥାନୀୟ ଲିଙ୍ଗରାଜ ପ୍ରସାଦ ଗ୍ରାମର ଜଣାପଡ଼ିଥିବା ବେଳେ ତାଙ୍କର ଦୁଇ ଗୋଡ଼ ଭାଙ୍ଗିବା ସହ ମୁଣ୍ଡ ଫାଟି ଯାଇଛି ଏବଂ ତାଙ୍କୁ ଖବର ଲେଖା ହେବା ସୁଦ୍ଧା ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବାଇକ ଆରୋହି ମାନଙ୍କର ଗଂଜାମ ତନରଡା ଅଂଚଳର ବୋଲି ପ୍ରାରମ୍ଭିକ ସୂତ୍ରରୁ ଜଣାପଡ଼ିଅଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!