Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇସ୍ରାଏଲର ବୋମା ମାଡ଼, ଇରାନ କମାଣ୍ଡର ମୃତ

by ସଞ୍ଜୟ ସ୍ୱାଇଁ
September 28, 2024
in NATIONAL NEWS, WORLD
ଇସ୍ରାଏଲର ବୋମା ମାଡ଼, ଇରାନ କମାଣ୍ଡର ମୃତ
130
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଦକ୍ଷିଣ ବେରୁଟରେ ଇସ୍ରାଏଲ ଶୁକ୍ରବାର କରିଥିବା ଏୟାର ଷ୍ଟ୍ରାଇକରେ ୧୧ ଜଣ ପ୍ରାଣ ହରାଇଥିବା ବେଳେ ୧୦୮ ଜଣ ଆହତ ହୋଇଛନ୍ତି। ଏହି ୧୧ ଜଣଙ୍କ ମଧ୍ୟରେ ଲେବାନନରେ ସକ୍ରିୟ ଥିବା ହେଜବୁଲ୍ଲା ମୁଖ୍ୟ ହାସନ ନସ୍ରଲ୍ଲା ମଧ୍ୟ ରହିଛନ୍ତି। ତାଙ୍କ ବ୍ୟତୀତ ବେରୁଟରେ ଇସ୍ରାଏଲ କରିଥିବା ବୋମା ମାଡ଼ରେ ଇରାନର ଇସଲାମିକ ରେଭ୍ୟୁଲେସନାରୀ ଗାର୍ଡ କ୍ରପ୍ସର ଡେପୁଟି କମାଣ୍ଡର ଆବ୍ବାସ ନିଲଫୋରୌଶାନଙ୍କ ମଧ୍ୟ ଜୀବନ ଯାଇଛି। ଇରାନ ଗଣମାଧ୍ୟମ ଏ ସମ୍ପର୍କରେ ସୂଚନା ଦେବା ପରେ ଇରାନ ଓ ଇସ୍ରାଏଲ ମଧ୍ୟ ଲାଗି ରହିଥିବା ବିବାଦ ଆହୁରି ତୀବ୍ର ହୋଇଛି। ଇରାନ ମିଡିଆରେ ପ୍ରକାଶିତ ଖବରରେ କୁହାଯାଇଛି ଯେ ବ୍ରିଗେଡିୟର ଜେନେରାଲ ଆବ୍ବାସ ଲେବାନନରେ କାର୍ଯ୍ୟ କରୁଥିବା କ୍ୱିଡସ ଫୋର୍ସର କମାଣ୍ଡର ଥିଲେ। କିନ୍ତୁ ଇସ୍ରାଏଲ ବେରୁଟରେ କରିଥିବା ଏୟାର ଷ୍ଟ୍ରାଇକରେ ସେ ପ୍ରାଣ ହରାଇଛନ୍ତି। ଜେନେରାଲ ଆବ୍ବାସ ଆଇଆରଜିସିର ଅପରେସ କମାଣ୍ଡ କଥା ବୁଝୁଥିଲେ। ଏକାଧିକ ମିଲିଟାରୀ ଓ ସୁରକ୍ଷା ଅପରେସନ ଦାୟିତ୍ୱରେ ଥିଲେ। ଏଥିସହ ସେ ବିଦେଶରେ ବିଶେଷ କରି ସିରିୟାରେ ମିଲିଟାରୀ ପଦକ୍ଷେପର ଦାୟିତ୍ୱ ନେଇଥିଲେ। ଇରାନ ସମର୍ଥିକ ସଂଗଠନ ହେଜବୁଲ୍ଲାକୁ ଆବ୍ବାସ ମିଲିଟାରୀ ଓ କୂଟନୀତିକ ବ୍ୟାପାର ସମ୍ପର୍କରେ ପରାମର୍ଶ ଦେଉଥିଲେ। ସିରିୟାରେ ଦେଖା ଯାଇଥିବା ଗୃହ ଯୁଦ୍ଧ ବେଳେ ଆବ୍ବାସ ଆସନ ସରକାର ସହ ମିଶି ଲଢ଼େଇ କରିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!