Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରୋହିବାଙ୍କ ଓ କୋମଣ୍ଡ ପଞ୍ଚାୟତରେ କରୋନା ସଚେତନତା

by ସଞ୍ଜୟ ସ୍ୱାଇଁ
November 6, 2020
in Nayagarh
ରୋହିବାଙ୍କ ଓ କୋମଣ୍ଡ ପଞ୍ଚାୟତରେ କରୋନା ସଚେତନତା
502
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): ଓଡ଼ଗାଁ ବ୍ଳକ ରୋହିବାଙ୍କ ପଞ୍ଚାୟତର ଧନୁର୍ଜୟପୁର, ଜୟମଙ୍ଗଳପ୍ରସାଦ ଓ କୋମଣ୍ଡ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ଆଜି କରୋନା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ରୋହିବାଙ୍କ ଓ କୋମଣ୍ଡ ପଞ୍ଚାୟତର ସରପଞ୍ଚ ମୁରଲୀଧର ପ୍ରଧାନ, ସୁଶାନ୍ତ କୁମାର ଦଳେଇ ଏବଂ କୋମଣ୍ଡ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରଞ୍ଜନ କୁମାର ଦାଶ ଅତିଥି ଭାବରେ ଯୋଗଦେଇ ସମୁହ ପ୍ରଥମେ ପତାକା ଦେଖାଇ ଗାଁ ଠାକୁରାଣୀ ମନ୍ଦିର ଠାରୁ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଏଥିରେ ମେଡିକାଲ ସୁପରଭାଇଜର ସୁରେନ୍ଦ୍ର କୁମାର ନାୟକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତ୍ରିନାଥ ପରିଡ଼ା, ଶ୍ରୀନିବାସ ପ୍ରଧାନ ଅଙ୍ଗନବାଡ଼ି କର୍ମୀ ଆରାଧନା ପାତ୍ର,ବନୀତା ମାଝୀ, ବବିତା ରାଣୀ ମହାପାତ୍ର,ରଞ୍ଜୁରାଣୀ ସାହୁ,ଆଶାକର୍ମୀ ଶାନ୍ତିଲତା ଦୋରା, ରେଣୁବାଳା ରଣା,କୁନିପାତ୍ର, ଅଶାନ୍ତି ଦଳବେହେରା,ସଜନୀ ସାହୁ,କନକ ପ୍ରଧାନ,ମମତା ବାଡ଼ତିଆ,ସ୍ଵୟଂ ସହାୟକ ଗୋଷ୍ଠୀର ଗୋଲାପ ଗୈାଡ଼, ସବିତା ନାୟକ, ସରସ୍ଵତୀ ପ୍ରଧାନ, ସନ୍ଧ୍ୟାରାଣୀ ବେହେରା,ଶ୍ରୀଧର ଦାସ,ରଜନୀ ନାହାକ,ବିଜୟ ବେହେରା,ସିମାଞ୍ଚଳ ଗୈାଡ଼,ସହଦେବ ନାୟକ ଗାଁ କଲ୍ୟାଣ ସମିତି ର ସମସ୍ତ ସଭ୍ୟା ପ୍ଳାକକାର୍ଡ଼ ଧରି ବିଭିନ୍ନ ସଚେତନତା ସ୍ଲୋଗାନ ଦେଇ ସଚେତନତା ରାଲିରେ ଯୋଗ ଦେଇଥିଲେ। କୋମଣ୍ଡ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରଞ୍ଜନ କୁମାର ଦାଶ,ମହିଳା ସ୍ବାସ୍ଥ୍ୟକର୍ମୀ ଧରିତ୍ରୀ ପଣ୍ଡା, କଳ୍ପନା ସ୍ଵାଇଁ ପୁରୁଷ ସ୍ବାସ୍ଥ୍ୟକର୍ମୀ ରଞ୍ଜନ କୁମାର ନାହାକ ଘରେ ରହିବା ସୁସ୍ଥ ରହିବା, ସଭିଏଁ ମାସ୍କ ପିନ୍ଧିବା,ପଦାକୁ ଆସିଲେ ହାତଗୋଡ଼ ସାନିଟାଇଜର କିମ୍ବା ସାବୁନ୍ ଦ୍ଵାରା ଭଲ ଭାବରେ ଧୋଇଘରକୁ ଯିବା, ସାମାଜିକ ଦୂରତ୍ବ ବଜାୟ ରଖିବା,ଉଷୁମ ପାଣିର ବ୍ୟବହାର କରିବା, ଭୋଜିଭାତ ଏବଂ ସାମୁହିକ କାର୍ଯ୍ୟ ଠାରୁ ଦୂରରେ ରହିବା, ଗାଁ ରେ ଏକାଠି ହୋଇ ନ ବସିବା,ତାସ ଖେଳରୁ ନିବୃତ ରହିବା,ଛୋଟଶିଶୁ ଏବଂ ବୟସ୍କ ଲୋକମାନଙ୍କ ଶରୀର ର ଠିକ୍ ଭାବରେ ଯତ୍ନନେବା ଥଣ୍ଡା,କାଶ,ଛିଙ୍କ,ଗଳାଦରଜ, ବା ଶରୀରର ତାପମାତ୍ରା ବୃଦ୍ଧି ହେଲେ ତୁରନ୍ତ ସ୍ବାସ୍ଥ୍ୟକର୍ମୀ ଙ୍କୁ ଅବଗତ କରାଇବା ଉପରେ ପ୍ରଚାର କରିବା ସହିତ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମର ସମସ୍ତ ସାହି,ପରିକ୍ରମା କରି ଲୋକମାନଙ୍କୁ ସଚେତନ କରାଇଥିଲେ।ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ଅଙ୍ଗନବାଡ଼ି କର୍ମୀ କୁନି ନାୟକ, ବିଷ୍ଣୁପ୍ରିୟା ବେହେରା ଓ ମଞ୍ଜୁଲତା ଦାଶ ସୁପରିଚାଳନା କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!