ଭୁବନେଶ୍ବର, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ପ୍ରିନ୍ସପାଲ । ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ କଳାହାଣ୍ଡି ଥୁ.ରାମପୁର +୨ କଲେଜ ପ୍ରିନ୍ସପାଲ ନବୀନ ସାହୁ। ଆଡ୍ମିଶନ ସହ ପରୀକ୍ଷାରେ ସହଯୋଗ ପାଇଁ ନେଉଥିଲେ ଲାଞ୍ଚ । ଜଣେ ଛାତ୍ରୀଙ୍କ ମା’ଙ୍କ ଠାରୁ ୧୦ ହଜାର ନେବା ବେଳେ ଭିଜିଲାନ୍ସ ଧରାପଡ଼ିଲେ ପ୍ରିନ୍ସପାଲ ନବୀନ ସାହୁ।





