Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଧରା ପଡ଼ିଲା ବାଇକ ଚୋରୀ ର‌୍ୟାକେଟ୍‌

by ସଞ୍ଜୟ ସ୍ୱାଇଁ
October 12, 2020
in Crime, Nayagarh
ଧରା ପଡ଼ିଲା ବାଇକ ଚୋରୀ ର‌୍ୟାକେଟ୍‌
1.4k
VIEWS
Share on FacebookShare on Twitter

୬ ବାଇକ ଜବତ, ୩ ଗିରଫ

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଟାଉନଥାନା ପୁଲିସ ଏକ ବାଇକ ଚୋରୀ ର‌୍ୟାକେଟକୁ ଠାବ କରିଥିବା ଜଣାଯାଇଛି । ଏହି ବାଇକ ଚୋରୀ ର‌୍ୟାକେଟରେ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଫତେଗଡ଼ ଥାନା ଅନ୍ତର୍ଗତ ପିଠାଖାଇ ଗ୍ରାମର ବସନ୍ତ ନାୟକଙ୍କ ପୁଅ ଅଶୋକ ନାୟକ(୨୭), ବିଜିପୁର ଗ୍ରାମର ବୁଲା ଜେନାଙ୍କ ପୁଅ ସନ୍ତୋଷ ଜେନା (୩୫), ବନମାଳୀପୁର ଗ୍ରାମର ନୀଳକଣ୍ଠ ସାହୁଙ୍କ ପୁଅ ଭଗବାନ ସାହୁ ରହିଥିବା ଜଣାଯାଇଛି । ପୁଲିସଠାରୁ ମିଳିଥିବା ସୂଚନାନୁସାରେ, ଅଶୋକ ଏବଂ ବୁଲା ବାଇକ ଚୋରୀ କରୁଥିବା ବେଳେ ଭଗବାନଙ୍କ ଗ୍ୟାରେଜରେ ଏହାକୁ ଖୋଲି ବିକ୍ରି କରୁଥିଲେ । ଏହି ମାମଲାକୁ ଟାଉନଥାନା ଏସ୍‌ଆଇ ସ୍ମୃତି ରଂଜନ ମହାନ୍ତି ତଦନ୍ତ କରୁଥିବା ଜଣାଯାଇଛି । ସେମାନଙ୍କଠାରୁ ୬ଟି ବାଇକ ଏବଂ ଦୁଇଟି ଗାଡ଼ିର ଇଂଜିନ ଜବତ ହୋଇଛି । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଥାନା ଅଧିକାରୀ ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!