Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜଧାନୀରୁ ନକଲି ଡାକ୍ତର ଗିରଫ

by ସଞ୍ଜୟ ସ୍ୱାଇଁ
August 28, 2024
in Crime, State
ରାଜଧାନୀରୁ ନକଲି ଡାକ୍ତର ଗିରଫ
201
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରୁ ନକଲି ଡାକ୍ତର ଗିରଫ । ବହୁ ପରିମାଣର ଔଷଧ ଜବତ । ଏସିଡିଟିରୁ ଆରମ୍ଭ କରି କ୍ୟାନ୍ସର, ଓଜନ କମାଇବା ଠାରୁ ନେଇ ସୁନ୍ଦର ଦେଖାଯିବା ପର‌୍ୟ୍ୟନ୍ତ ସବୁକିଛି ଗୋଟିଏ ଚୁଟକିରେ ସମାଧାନ କରି ଦେଉଥିଲେ ଏହି ନକଲି ଡାକ୍ତର । କିଛି ମହିଳାଙ୍କୁ ଲକ୍ଷାଧିକ ଟଙ୍କାର ଔଷଧ ବିକି ହୋଇଥିଲା ମାଲାମାଲ । ଏ ସବୁ ଖାଇବା ପରେ କିନ୍ତୁ ଦେହ ସାରା ଫଳି ଯାଇଥିଲା । ଏପରି କାହିଁକି ହେଉଛି ତାହା ପଚାରିବା ପାଇଁ ତାଙ୍କୁ ଫୋନ କରିଥିଲେ କିନ୍ତୁ ସେ ଫୋନ ଉଠାଇ ନଥିଲେ । ରାଜଧାନୀରେ ବାଇକ ଆମ୍ବୁଲାନ୍ସରେ ବୁଲି ବୁଲି ଲୋକଙ୍କୁ ମେଡିସିନ ଦେଉଥିଲା ଏହି ଅଭିଯୁକ୍ତ । ବର୍ତ୍ତମାନ ଅଭିଯୁକ୍ତ ଅଜୟ କୁମାର କାଣ୍ଡିକୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ତା’ ନିକଟରୁ ହଜାର ହଜାର ଟଙ୍କାର ଔଷଧ ଜବତ କରାଯାଇଛି । ଅଭିଯୁକ୍ତ ଜଣଙ୍କ ଭିଡିଓ କଲ ଜରିଆରେ ଔଷଧ ଦେଉଥିଲେ । ତାଙ୍କ ଠାରୁ ଗୋଟିଏ ଗାଡି ମଧ୍ୟ ଜବତ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!