Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାଇବର କ୍ରାଇମ ସନ୍ଦେହ ରେ ଚଢ଼ାଉ, ବିପୁଳ ସୀମ , ବ୍ୟାଙ୍କ ପାସବୁକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ

by ସଞ୍ଜୟ ସ୍ୱାଇଁ
August 22, 2024
in Crime, State
ସାଇବର କ୍ରାଇମ ସନ୍ଦେହ ରେ ଚଢ଼ାଉ, ବିପୁଳ  ସୀମ , ବ୍ୟାଙ୍କ ପାସବୁକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ
81
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ସାଇବର କ୍ରାଇମ ସନ୍ଦେହ ରେ ଭଦ୍ରକ ପୋଲିସ ର ରେଡ଼ । ଦୁଇ ଜଣ ଅଟକ ଥିବା ବେଳେ ଫେରାର ହୋଇଛନ୍ତି ଅନେକ ଯୁବକ । ସୂଚନାଯୋଗ୍ୟ ଯେ ଭଦ୍ରକ ପୋଲିସ ର ଆଚାର୍ଯ୍ୟ ନଗର ଓ ଅନ୍ୟ ଏକ ଘର ଉପରେ ଚଢ଼ାଉ । ବିପୁଳ ସିମ କାର୍ଡ ସହ ବିପୁଳ ବ୍ୟାଙ୍କ ପାସ ବୁକ ଜବତ । ଚେକ୍ ବୁକ୍ , ଷ୍ଟାମ୍ପ ଓ ଏଟିଏମ୍ କାର୍ଡ ଜବତ । ବିଭିନ୍ନ ଗାଡ଼ି ର ନମ୍ୱର ପ୍ଲେଟ ଠାବ । ସିଟି ଡିଏସପି ଅଂଶୁମାନ ଦ୍ବିବେଦୀ ଙ୍କ ନେତୃତ୍ଵ ରେ ଚଢ଼ାଉ ହୋଇଛି । ୨ ଜଣ ଅଟକ ଥିବା ବେଳେ ଏହି ଘଟଣା ରେ ଅନେକ ଯୁବକ ସାମିଲ ଥିବା କୁହାଯାଉଛି । ପୋଲିସ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ସମ୍ପୂର୍ଣ ତଥ୍ୟ ଜଣାପଡିବ ବୋଲି କହିଛନ୍ତି ସିଟି ଡ଼ିଏସପି ଅଂଶୁମାନ ଦିବେଦୀ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!