Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ରୋଞ୍ଜ ଜିତିବା ପରେ ସଫଳତା ପଛର କାରଣ କହିଲେ ମନୁ

by ସଞ୍ଜୟ ସ୍ୱାଇଁ
July 29, 2024
in NATIONAL NEWS, Sports
ବ୍ରୋଞ୍ଜ ଜିତିବା ପରେ ସଫଳତା ପଛର କାରଣ କହିଲେ ମନୁ
80
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): କ୍ରୀଡ଼ା ମହାକୁମ୍ଭରେ ପଦକ ଜିତିବା, ସବୁ କ୍ରୀଡ଼ାବିତଙ୍କ ସ୍ୱପ୍ନ। ଆଉ ଯିଏ ସେହି ସଫଳତା ପାଇଛି, ସେ ଭଲଭାବେ ଜାଣିଛି ଯେ ପଦକ ଜିତିବାର ମହତ୍ତ୍ୱ କେତେ। କିଛି ଏଭଳି ଘଟିଛି ହରିୟାଣା ଶୁଟର ମନୁ ଭାକରଙ୍କ ପକ୍ଷେ। ପ୍ୟାରିସ ଅଲିମ୍ପିକ୍ସରେ ଏୗତିହାସିକ ବ୍ରୋଞ୍ଜ ପଦକ ଜିତିଛନ୍ତି ମନୁ। ପୂର୍ବରୁ ଏସିଆନ୍ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳତା ପାଇଥିବା ମନୁଙ୍କ ପାଇଁ ଅଲିମ୍ପିକ୍ସ ପଦକ ପାଇବା କୌଣସି ସ୍ବପ୍ନଠାରୁ କମ୍ ନୁହେଁ। ଏଭଳି ସ୍ଥିତିରେ ମନୁ ପଦକ ଜିତି କେବଳ ଦେଶ ପାଇଁ ମହିଳାଙ୍କ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ତେବେ ମନୁଙ୍କ ଏହି ସଫଳତା ପଛର ରହସ୍ୟ କ’ଣ। ଖୋଦ୍ ମହିଳା ସୁଟର ଏହା ଉପରୁ ପର୍ଦା ହଟାଇଛନ୍ତି। ଶ୍ରୀମଦ ଭଗବତ ଗୀତା ହିଁ ମନୁଙ୍କୁ ପଦକ ଜିତାଇବାରେ ସହାୟକ ହୋଇଥିବା କହିଛନ୍ତି। ବ୍ରୋଞ୍ଜ ହାତେଇବା ପରେ ମନୁ କହିଥିଲେ ଯେ ଟୋକିଓ ଅଲିମ୍ପିକ୍ସରେ ବିଫଳତା ତାଙ୍କୁ ଖୁବ୍ ମର୍ମାହତ କରିଥିଲା। ହେଲେ ଚଳିତ ଅଲିମ୍ପିକ୍ସକୁ ସକାରାତ୍ମକ ଚିନ୍ତାଧାରା ସହ ଓହ୍ଲାଇଥିଲି। ପଦକ ଜିତିବା ପୂର୍ବରୁ ବାରମ୍ବାର ଶ୍ରୀମଦଭଗବତ ଗୀତାର ଶ୍ଳୋକକୁ ଉଚାରଣ କରୁଥିଲି। ଆଉ ଗୀତାରେ କୁହାଯାଇଛି ଯେ ନିଜ ଉପରେ ଭରସା ରଖ। ଯାହା ବିତିଗଲା, ତାକୁ ନଭାବି କେବଳ ନିଜ ଲକ୍ଷ୍ୟ ଉପରେ ଫୋକସ କରିଥିଲି ବୋଲି ମନୁ କହିଛନ୍ତି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!