ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ ହରେକୃଷ୍ଣପୁର ପୋଷ୍ଟ ମାଷ୍ଟର ଅରୁଣ କୁମାର ରାଉତରାୟ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଫଳରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ସେ ପରାମର୍ଶ ଦେଇଥିବା ବେଳେ ଅଫିସ୍ ସଟ୍ଡାଉନ୍ କରିବା ପାଇଁ ଦାବି ହେଉଛି ।






