ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ମୃତ୍ୟୁ ସଂଖ୍ୟା ମଧ୍ୟ ଭୟାବହ ଭାବେ ବଢ଼ି ଚାଲିଛି । ଆଜି ନୟାଗଡ଼ ଜିଲ୍ଲା ପୂର୍ବତନ ସମବାୟ ସଭାପତି ତଥା ୧ନଂ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି ।