ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ପୁଲିସ ଗତକାଲି ରାତିରେ ଇଟାମାଟି ବଜାରରେ ଚଢ଼ାଉ କରିଥିବା ବେଳେ ଦୁଇ ଜଣ ମଦବେପାରୀଙ୍କୁ ଗିରଫ କରିଛି । ଏହି ଦୁଇ ଜଣ ହେଲେ ଇଟାମାଟି ଜଗତିପାଟଣାସାହିର କୁମର ଦାଶ ଏବଂ ନରୋତ୍ତମ ଦାଶ । ସେମାନଙ୍କ ପାଖରୁ ସାଢ଼େ ତିନି ଲିଟର ଲେଖାଁଏ ମଦ ଜବତ କରାଯାଇଛି ଥିବା ପୁଲିସ ସୂଚନା ଦେଇଛି ।






