Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡେଲିଭରୀ ବଏ କହି ଘରେ ପଶି ବନ୍ଧୁକ ଦେଖାଇ ଲୁଟିଲେ

by ସଞ୍ଜୟ ସ୍ୱାଇଁ
July 20, 2024
in Crime, State
ଡେଲିଭରୀ ବଏ କହି ଘରେ ପଶି ବନ୍ଧୁକ ଦେଖାଇ ଲୁଟିଲେ
145
VIEWS
Share on FacebookShare on Twitter

ନବରଙ୍ଗପୁର, (ବାଘୁଆବାର୍ତ୍ତା): ଡେଲିଭରୀ ବଏ କହି ଘରେ ପଶିଲେ, ବନ୍ଧୁକ ଦେଖାଇ ଲୁଟ କଲେ । ଏଭଳି ଘଟଣା ଦେଖିବାକୁ ମିଳିଛି କରିନେଲେ ଲକ୍ଷାଧିକ ଟଙ୍କା ର ସୁନା ଗହଣା ଓ ଟଙ୍କା। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରଞ୍ଚଳ ର ଡି ଏନ୍ କେ ରେ । ଘଟଣା ଅନୁସାରେ ଗତ ସଂଧ୍ୟାରେ ଉମରକୋଟ ଡି ଏନ୍ କେ ର ସୁଶାନ୍ତ ଖୋରା ଙ୍କ ଘରେ ଜଣେ ବ୍ୟକ୍ତି ନିଜକୁ ଡେ ଲିବରୀ ବୟ ର ପରିଚୟ ଦେଇଥିଲା ଏବଂ କିଛି ପାର୍ଷଲ୍ ଆସିଥିବା କହି ସୁଶାନ୍ତ ଙ୍କୁ ଘରୁ ଡାକିଥିଲେ । ସୁଶାନ୍ତ ଘରୁ ବାହାରିବା ପରେ ତାଙ୍କୁ ଘର ଭିତରକୁ ଠେଲି ଦେଇଥିଲେ ଓ ଅନ୍ୟ ତିନିଜଣ ମଧ୍ୟ ଘର ଭିତରକୁ ପଶିଥିଲେ । ପରେ ବନ୍ଧୁକ ଦେଖେଇ ନଗଧ ୭ / ୮ ହଜାର ଟଙ୍କା ସହ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ର ସୁନା ଗହଣା ଲୁଟି ନେଲେ । ଏବଂ ଲୁଟ ବିଷୟରେ ପୋଲିସ କୁ ଜଣାଇଲେ ଜୀବନ ରେ ମାରିଦେବକୁ ଧମକ ଦେଇଥିଲେ । ଫଳ ରେ ସୁଶାନ୍ତ ଙ୍କ ପରିବାର ପୋଲିସ କୁ ଜଣାଇ ନଥିଲେ । ପରେ ଆଜି ଅପରାହ୍ନ ରେ ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳ ରେ ଉମରକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଡକାୟତ ମାନେ ଖଣ୍ଡି ହିନ୍ଦୀ , ଓଡ଼ିଆ ଏବଂ ସ୍ଥାନୀୟ ଭାଷା ରେ କଥା ହୋଉଠିବା କହିଚିନ୍ତି ଲୁଟ ର ଶିକାର ହୋଇଥିବା ସୁଶାନ୍ତ । ଲୁଟ କରିବା ପୂର୍ବରୁ ସୁଶାନ୍ତ ଓ ତାଙ୍କ ସ୍ତ୍ରୀ ଙ୍କ ମୋବାଇଲ ଛଡ଼ାଇ ନେଇଛନ୍ତି ଲୁଟେରା । ଘଟଣା ର ତଦନ୍ତ ଚାଲିଥିବା ରୁ ପୋଲିସ ପକ୍ଷ ରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!