Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାଣନ୍ତୁ ସଫଳ ଯୋଡି, ଅଲିମ୍ପିକ୍ସରେ ସ୍ୱାମୀଙ୍କ ୯ ପଦକ, ସ୍ତ୍ରୀ ଜିତିଛନ୍ତି ୬ଟି ପଦକ

by ସଞ୍ଜୟ ସ୍ୱାଇଁ
July 17, 2024
in NATIONAL NEWS, Sports
ଜାଣନ୍ତୁ ସଫଳ ଯୋଡି, ଅଲିମ୍ପିକ୍ସରେ ସ୍ୱାମୀଙ୍କ ୯ ପଦକ, ସ୍ତ୍ରୀ ଜିତିଛନ୍ତି ୬ଟି ପଦକ
57
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ପ୍ୟାରିସରେ ଖେଳାଯିବାକୁ ଥିବା ଅଲିମ୍ପିକ୍ସ ଜୁଲାଇ ୨୬ ରୁ ଆରମ୍ଭ ହେବ ଏବଂ ଦୁନିଆର ବିଭିନ୍ନ ଦେଶର ଖେଳାଳିମାନେ ଏହି କୁମ୍ଭ କ୍ରୀଡାରେ ଅଂଶଗ୍ରହଣ କରିବେ ।ଚାଲନ୍ତୁ ଅଲମ୍ପିକ୍ସର ସଫଳ ଦମ୍ପତିଙ୍କ ବିଷୟରେ ଆଲୋଚନା କରିବା । ଜେସନ କେନି ଇଂଲଣ୍ଡର ଜଣେ ପୂର୍ବତନ ଟ୍ରାକ୍ ସାଇକେଲ ଚାଳକ । କେନି ଜଣେ ଇଣ୍ଡିଭିଜୁଆଲ ଏବଂ ଟିମ ସ୍ପ୍ରିଣ୍ଟ ବିଶେଷଜ୍ଞ । କେନି ଅଲମ୍ପିକ୍ସ କ୍ରୀଡାରେ ୯ଟି ପଦକ ଜିତିଛନ୍ତି ସେଥି ମଧ୍ୟରୁ ୭ଟି କେବଳ ସ୍ୱର୍ଣ୍ଣ ପଦକ । ଜେସନ କେନିଙ୍କ ଧର୍ମପତ୍ନୀ ଲୋରା ମଧ୍ୟ ଜଣେ ପୂର୍ବତନ ବ୍ରିଟିଶ୍ ସାଇକେଲିଷ୍ଟ । ଲୋରା ମଧ୍ୟ ତାଙ୍କ କ୍ରୀଡା କ୍ଷେତ୍ରରେ ୬ଟି ପଦକ ଜିତିଛନ୍ତି । ୬ଟି ପଦକ ମଧ୍ୟରେ ୫ଟି ସ୍ୱର୍ଣ୍ଣ ପଦକ ରହିଛି ।ଲୋରା ଏହା ମଧ୍ୟ କହିଥଲେ କି ଜେସନଙ୍କ ସହିତ ତାଙ୍କର ପ୍ରଥମ ଦେଖା ଭଲନଥିଲା ଏବଂ ଜେସନ କଫି ପିଇବାରେ ଅଧିକ ଧ୍ୟାନ ଦେଉଥିଲେ । ତଥାପି ଧିରେ ଧିରେ ୨ଜଣ ଉଭୟପ୍ରତି ନିକଟତର ହୋଇଥିଲେ ଏବଂ ୨୦୧୨ ଅଲମ୍ପିକ୍ସ ସମୟରେ ଦୁହେଁ ଦୁହିଁଙ୍କୁ ଚୁମ୍ବନ କରିବାର ଦେଖିବାକୁ ମିଳିଥିଲା । ଏହି ଅଲମ୍ପିକ୍ସର ଭଲିବଲ ଖେଳରେ ଦୁହେଁ ଦୁହିଁଙ୍କୁ ଚୁମ୍ବନ କରୁଥିବା ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ୨୦୧୬ ରେ ହେଥିବା ରିଓ ଅଲମ୍ପିକ୍ସ ପରେ ଜିସନ ଓ ଲୋରା ବିବାହ କରିଥିଲେ । ଏହି କାରଣରୁ ଦୁଇଜଣଙ୍କୁ ଅଲମ୍ପିକ୍ସର ସଫଳ ଦମ୍ପତି ବୋଲି କୁହାଯାଏ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!