ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ବେଳେ ଓଡ଼ଗାଁ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ସଟ୍ଡାଉନ୍ କରାଯାଇଛି । କିଛି କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାରୁ ବ୍ୟାଙ୍କକୁ ତହସିଲଦାର୍ ବିଜେୟିତା ସାମନ୍ତ ସିଂହାର ବୁଧବାର ସଂନ୍ଧ୍ୟା ୪ ଘଟିକାରୁ ଶୁକ୍ରବାର ସଂନ୍ଧ୍ୟା ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରିଛନ୍ତି ।





