ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ଏବେ ଭୟାନକ ସ୍ଥିତିର ଭୟାନକ ସ୍ଥିତି ସୃଷ୍ଟି କରିଥିବା ବେଳେ ନୟାଗଡ଼ କୋର୍ଟକୁ ଆଜି ସଟ୍ଡାଉନ୍ ଘୋଷଣା କରାଯାଇଛି । ୧୬ ତାରିଖ ଦିନ ୧ଟାରୁ ୨୩ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟାଳୟକୁ ସଟ୍ଡାଉନ୍ କରାଯାଇଥିବା ଜଣାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।





