ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ବେଳେ ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟଳୟ (ବିଇଓ)କୁ ସଟ୍ଡାଉନ୍ କରାଯାଇଛି । କିଛି କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାରୁ ନୂଆଗାଁ ବିଡିଓ ପ୍ରମୋଦ ଦଳବେହେରା ୧୬ ତାରିଖ ସକାଳ ୮ଟାରୁ ୨୦ ତାରିଖ ସଂନ୍ଧ୍ୟା ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ସଟ୍ଡାଉନ୍ କରିଥିବା ଜଣାଯାଇଛି ।





