ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା କାୟା ବିସ୍ତାରି ଚାଲିଥିବା ବେଳେ ବିଭିନ୍ନ ସରକାରୀ କର୍ମଚାରୀ କରୋନା ଆକ୍ରାନ୍ତ ହେଉଥିବା ଜଣାଯାଇଛି । ଏଭଳି ସ୍ଥିତିରେ ଓଡ଼ଗାଁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାରୁ କାର୍ଯ୍ୟାଳୟରୁ ସୋମବାର ଏବଂ ମଙ୍ଗଳବାର ଦୁଇ ଦିନ ସଟ୍ଡାଉନ୍ ଘୋଷଣା କରାଯାଇଛି । ଓଡ଼ଗାଁ ତହସିଲଦାର କାର୍ଯ୍ୟାଳୟକୁ ସଟ୍ଡାଉନ୍ କରିଥିବା ଜଣାଯାଇଛି ।






