ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରର ଅନେକ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଫଳରେ ରକ୍ତଭଣ୍ଡାରକୁ ୪୮ ଘଣ୍ଟିଆ ସଟ୍ଡାଉନ୍ ଘୋଷଣା କରାଯାଇଛି । ଯାହାକୁ ନେଇ ଆଜି ରକ୍ତ ପାଇଁ ଆବଶ୍ୟକତା ଥିବା ରୋଗୀମାନେ ନାହିଁ ନଥିବା ହିନସ୍ତା ହେଉଥିବା ଜଣାଯାଇଛି ।






