Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୟଙ୍କର ସ୍ଥିତି : ଦଶପଲ୍ଲାରୁ ୩ ମୃତ

by ସଞ୍ଜୟ ସ୍ୱାଇଁ
September 8, 2020
in Nayagarh
ବ୍ୟାଙ୍କ ମ୍ୟାନେଜରଙ୍କ ମୃୃତ୍ୟୁ ପରେ ଆସିଲା ପଜିଟିଭ୍ ରିର୍ପୋଟ
2.2k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବା ଏବଂ ଅସ୍ୱଭାବିକ ମୃତ୍ୟୁ ହେଉଥିବା ଖବର ଆସୁଛି । ଦଶପଲ୍ଲା ଏନ୍‌ଏସି ଅନ୍ତର୍ଗତ ସାତପାଟଣା ଛକ ଖଣ୍ଡପଡ଼ାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏହି ବ୍ୟକ୍ତି ଜଣଙ୍କ କିଛିଦିନ ହେବ ଜ୍ୱରରେ ଆକ୍ରାନ୍ତ ଥିବା ବେଳେ ଆଜି ଅଚାନକ୍ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର କୋଭିଡ୍ ପରୀକ୍ଷା ହୋଇନଥିବା ଜଣାଯାଇଛି । ସେହିଭଳି ଭାବେ କରୋନା ଆକ୍ରାନ୍ତ ହୋଇ ଦଶପଲ୍ଲା ଅଂଚଳର ମୃତ୍ୟୁ ବରଣ କରିଥିବ ଅବସରପ୍ରାପ୍ତ ଶିକ୍ଷକଙ୍କ ଜଣେ ପୁତୁରା ବୋହୁ ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ସେହିଭଳି ଭାବେ ଶିମିଳିସାହି ପଂଚାୟତର ବରଡିହି ଗ୍ରାମର ଜଣେ ୩୦ ବର୍ଷିୟ ଯୁବକ ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ତାଙ୍କର ଗତକାଲି ରିର୍ପୋଟ ପଜିଟିଭ୍ ଆସିଥିଲା । ସେ ଗୃହ ସଂଗରୋଧରେ ରହିଥିବା ବେଳେ ବାଥରୁମ ଯିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଜିଲ୍ଲାରେ ଏବେ ଭୟାନକ ସ୍ଥିତି ସୃଷ୍ଟି ହୋଇଛି । ଅନେକ ବ୍ୟକ୍ତି ଜ୍ୱରରେ ସଢ଼ୁଥିବା ବେଳେ କରୋନା ପରୀକ୍ଷା ନକରାଇ ଗୁରୁତର ଅବସ୍ଥାକୁ ଚାଲି ଯାଉଛନ୍ତି । ଏଭଳି ପରିସ୍ଥିତି ଆଗାମୀ ଦିନରେ ଭୟଙ୍କର ଅବସ୍ଥା ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!