ରଣପୁର, (ବାଘୁଆବାର୍ତ୍ତା): ରଣପୁର ଥାନା ଅନ୍ତର୍ଗତ କୋଟଣିଶିଳା ଗାଁରେ ମହିଳାଙ୍କୁ ଗଳାକଟି ବିଭତ୍ସ ହତ୍ୟା l ମୃତ ମହିଳା ଜଣଙ୍କ ହେଲେ ନମିତା ବେହୁରା l ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ହତ୍ୟା କରିଥିବା ସନ୍ଦେହରେ ସାନ ଜ୍ୱାଇଁ ଶରତ ସ୍ୱାଇଁଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଛି l