ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ବେଳେ ଓଡ଼ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଆଜି କରୋନା ଆକ୍ରାନ୍ତ ଚିହ୍ନଟ ହେବା କାରଣରୁ ଆଜି ସଂନ୍ଧ୍ୟା ୬ ଘଟିକାଠାରୁ ୪୮ ଘଣ୍ଟା ପାଇଁ ଓଡ଼ଗାଁ ବ୍ଲକ କାର୍ଯ୍ୟାଳୟକୁ ସଟଡାଉନ୍ ଘୋଷଣା କରାଯାଇଥିବା ବେଳେ ଆସନ୍ତାକାଲି ସକାଳ ୧୦ ଘଟିକାଠାରୁ ୪୮ ଘଣ୍ଟା ପାଇଁ ଓଙ୍ଗ଼ଗାଁ ଷ୍ଟେଟ୍ ବ୍ୟାଙ୍କକୁ ସଟଡାଉନ୍ କରାଯାଇଛି ।






