ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗରେ କାର୍ଯ୍ୟରତ କିରାଣୀ ଶୁଭକାନ୍ତ ନାୟକଙ୍କ ଆଜି ପରଲୋକ ଘଟିଛି । କିଛି ଦିନ ହେବ ତାଙ୍କର ରକ୍ତଚାପ ଏବଂ ଡାଇବେଟିସ୍ ବୃଦ୍ଧି ପାଇଥିବା ବେଳେ ତାଙ୍କର କରୋନା ପରିକ୍ଷା ପଜିଟିଭ୍ ଆସିଥିବା ଆଲୋଚନା ହୋଇଛି । ଆଜି ଭୂବନେଶ୍ୱର ସମ୍ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଥିବା ଜଣାଯାଇଛି ।






