ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କରୋନା ସଂକ୍ରମିତ ଚିହ୍ନଟ ପରେ ତାଙ୍କର ଆଶୁ ଆରାଗ୍ୟ ତଥା ସୁସ୍ଥତା କାମନା କରି ଓଡ଼ଗାଁ ରଘୁନାଥ ମନ୍ଦିର ପୂଜକ ସମାଜ ଏବଂ ସମସ୍ତ ସେବାୟତଙ୍କ ପକ୍ଷରୁ ଆଜି ରଘୁନାଥଙ୍କଠାରେ ଦୀପଦାନ କରାଯାଇଛି । ଏନେଇ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ସୂଚନା ଦେଇଛନ୍ତି ।






