Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଞ୍ଜେଇ ଜବତ, ଜଣେ ଗିରଫ

by ସଞ୍ଜୟ ସ୍ୱାଇଁ
May 28, 2024
in Crime, Nayagarh, State
ଗଞ୍ଜେଇ ଜବତ, ଜଣେ ଗିରଫ
291
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଜଣେ ଗଞ୍ଜେଇ ବେପାରୀଙ୍କୁ ବାନ୍ଧିବାରେ ସଫଳ ହୋଇଛି । ତାଙ୍କ ଠାରୁ ୩ କେଜି ଗଞ୍ଜେଇ ଜବତ କରିବା ସହ ଏକ ନାଲି ଓ କଳା କଲରର ପଲ୍‌ସର ଗାଡି ଜବତ କରିଛି । ସୁଚନା ଥାଉକି ଆଜି ଅବକାରୀ ବିଭାଗ ପକ୍ଷରୁ ଜାତୀୟ ରାଜପଥ ୫୭ ମାଆଙ୍କପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଠାରେ ଚଢ଼ଉ କରାଯାଇଥିଲା । ଏହି ସମୟରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଦାମପଦର ଗ୍ରାମର କୁରୁଙ୍ଗା ଡିଗାଲଙ୍କ ପୁଅ ତାଳ ଡିଗାଲଙ୍କୁ ଗିରଫ କରିଥିଲା । ତାଙ୍କ ଠାରୁ ୩ କେଜି ଗଞ୍ଜେଇ ସହ କଳା ଓ ନାଲି ରଙ୍ଗର ୨୨୦ ସିସି ବାଜାଜ ପଲ୍‌ସର୍ ଗାଡି ନଂ – ଓଡି୧୨ଏ-୨୦୯୫ ଗାଡିକୁ ଜବତ କରିଛି । ଗାଡ଼ି ଓ ଗଞ୍ଜେଇର ମୂଲ୍ୟ ୧ ଲକ୍ଷ ଟଙ୍କା ହେବ । ନୟାଗଡ଼ ଅବକାରୀ ବିଭାଗ ପକ୍ଷରୁ ୩୯/୪-୨୫ ରେ ମାମଲା ରୁଜୁ କରାଯାଇ କୋର୍ଟ ଫରୁୱାଡ କରାଯାଇଛି । ଏହି ଚଢ଼ାଉରେ ସଦର ଅବକାରୀ ଆଇଆଇସି ବିଷ୍ଣୁ ଚରଣ ମଲ୍ଲିକ, ଓଆଇସି ଦୀପକ କୁମାର ଜେନା, ଏଏସଆଇ ସୁଧୀର କୁମାର ମଲ୍ଲିକ, କନେଷ୍ଟବଳ କୃଷ୍ଣ ଚନ୍ଦ୍ର ପରିଡ଼ା, ହରପ୍ରିୟା ମଲ୍ଲିକ, ପ୍ରଶାନ୍ତ ସେଠୀ ଓ କନେଷ୍ଟବଳ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!