Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପକୁଡ଼ି ପାଇଁ ଜନ୍ମକଲା ଝିଅକୁ ନିଜହାତରେ ସଫା କରିଦେଲା ମା’

by ସଞ୍ଜୟ ସ୍ୱାଇଁ
May 24, 2024
in Crime, State
ପକୁଡ଼ି ପାଇଁ ଜନ୍ମକଲା ଝିଅକୁ ନିଜହାତରେ ସଫା କରିଦେଲା ମା’
112
VIEWS
Share on FacebookShare on Twitter

ରାଇଘର, (ବାଘୁଆବାର୍ତ୍ତା): ଝିଅ ମରିଯାଇଥିଲା ପୋଲିସ ପଚାରିଥିଲା ଝିଅ କେମିତି ମରିଲା ମା’ କହିଥିଲା ମୋ ଝିଅ ଜୀବନ ହାରିଦେଲ।। ହେଲେ ସନ୍ଦେହ ଥିଲା ଯେ ୪ର୍ଥ ଶ୍ରେଣିରେ ପାଠ ପଢୁଥିବା ଝିଅଟି କଣ ଜୀବନ ହାରିପାରିବ । ଆଉ ଏବେ, ମାଟର ଅସଚଲ ଚେହେରା ଧରା ପଡ଼ିଗଲା । ସାଧାରଣ ପକୁଡ଼ି ପାଇଁ ଝିଅକୁ ମାରିଦେଇଥିଲା । କେମିତି ଏମିତି ଏତେ ନିଷ୍ଠୁର ହୋଇଗଲା ମା’ ନିଜ ଜନ୍ମ କଲା ଝିଅକୁ କେମିତି ମାରପାରିଲା । ନିଆଁରେ ପୋଡ଼ି ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାର ପର୍ଦାଫାସ କରିଛି ନବରଙ୍ଗପୁର ଜିଲ୍ଲା ରାଇଘର ପୋଲିସ। ଖୋଦ୍ ମାଁ ନିଜର ଝିଅକୁ ହତ୍ୟା କରିଛି । ଏପରିକି ପ୍ରମାଣ ନଷ୍ଟ କରିବାକୁ ଡିଜେଲ ଢାଳି ନିଆଁ ଲଗେଇ ପୋଡ଼ି ଦେଇ ଆତ୍ମହତ୍ୟାର ରୂପ ଦେଇଥିଲା । ତେବେ ପୋଲିସ ସନ୍ଦେହରେ ମାଁ ତ୍ରିବେଣୀଙ୍କୁ ଅଟକ ରଖି ପଚରାଉଚୁରା କରିବାରୁ ହତ୍ୟା କରିଥିବା ସ୍ୱୀକାର କରିଥିଲା । ଅଭିଯୁକ୍ତ ମା’ ତ୍ରିବେଣୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସୂଚନା ଥାଉକି, ରାଇଘର ବ୍ଲକ ହଳଦୀ ଗ୍ରାମର ଲକ୍ଷ୍ମୀଧର ମାଝୀ ଓ ତ୍ରିବେଣୀ ମାଝୀଙ୍କ ୯ ବର୍ଷର ଝିଅ ତୁଳାବାଇ ମାଝୀଙ୍କ ଅର୍ଦ୍ଧଦଗ୍ଧ ଶବକୁ ରାଇଘର ପୁଲିସ ଗତ ୧୬ ତାରିଖରେ ଉଦ୍ଧାର କରିଥିଲା। ଚତୁର୍ଥ ଶ୍ରେଣୀର ଛାତ୍ରୀ ଆତ୍ମହତ୍ୟା କରିଥିବା ଘଟଣାକୁ ପୁଲିସ ସହଜରେ ଗ୍ରହଣ କରିପାରି ନଥିଲା । ତ୍ରିବେଣୀଙ୍କୁ ଥାନାକୁ ଆଣି ପଚରା ଉଚୁରା କରିବାରୁ ତୁଳବାଇକୁ ହତ୍ୟା କରିଥିଲା ସ୍ୱୀକାର କରିଥିଲା । ଘଟଣା ଦିନ ସନ୍ଧ୍ୟାରେ ତ୍ରିବେଣୀ ଘରକୁ ପକୁଡ଼ି ଆଣି ତିନି ପୁଅ ଝିଅଙ୍କୁ ଖାଇବାକୁ ଦେଇଥିଲେ । ତୁଳାବାଇ ଅଧିକ ପକୁଡି ମାଗିବାରୁ ପାଖରେ ଥିବା ଠେଙ୍ଗାରେ ମୁଣ୍ଡରେ ମାରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତୁଳାବାଇର ମୃତ୍ୟୁ ହୋଇଥିଲା । ତେବେ ତ୍ରିବେଣୀ ପ୍ରମାଣ ଲୁଚାଇବାକୁ ଯାଇ ତୁଳାବାଇର ମରଶରୀରକୁ ପଛ ପାଖରେ ଥିବା ନାଳରେ ପକେଇ ଡିଜେଲ ଢାଳି  ନିଆଁ ଲଗେଇ ଦେଇଥିଲେ । ଶେଷରେ ରାଇଘର ଥାନାଧିକାରୀ ରଘୁନାଥ ମାଝୀ ଏକ ଟିମ୍ ଗଠନ କରି ଅପରାଧୀକୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!