Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦିନ ଦ୍ୱିପ୍ରହରେ ଘରେ ପଶି ନେଇଗଲେ ସୁନା ଗହଣା

by ସଞ୍ଜୟ ସ୍ୱାଇଁ
May 1, 2024
in Crime, State
ଦିନ ଦ୍ୱିପ୍ରହରେ ଘରେ ପଶି ନେଇଗଲେ ସୁନା ଗହଣା
157
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ରାଜଧାନୀରେ ପୁଣି ଲୁଟ୍‌। ତାହା ପୁଣି ଦିନ ଦ୍ୱିପ୍ରହରେ। ସ୍ମାସିର୍ଟିରେ ପୁଲିସ ଆଖିରେ ଧୁଳିଦେଇ ଲୁଟିନେଲେ ଲୁଟେରା। ଘରେ ପଶି କଳାକନା ବୁଲେଇକି ଚାଲିଗଲେ। ଏଭଳି ଅଭିଯୋଗ ଆସିଛି ଏୟାର ଫିଲଡ ଥାନା କେଉଟ ସାହିର ୧୯୭୩ ନମ୍ବର ପ୍ଳଟ ରୁ। କେଉଟ ସାହିର ବାସିନ୍ଦା ଅଟନ୍ତି ରିନା ପ୍ରଧାନ। ରିନା ଆଜି ଦିନ ପ୍ରାୟ ୧୨ ଟା ସମୟରେ ଝିଅର ସେମିଷ୍ଟାର ପଇସା ଜମାକରିବା ପାଇଁ କଲେଜକୁ ଯାଇଥିଲେ। ଯିବାବେଳେ ଘରର ୩ଟି ଗେଟ୍‌ରେ ତଲା ପକାଇ ଯାଇଥିଲେ। ରିନା କାମ ସାରି ପ୍ରୟା ୨ଘଣ୍ଟା ପରେ ଘରକୁ ଫରିଥିଲେ। ସେ ଦେଖିଲେ ଘର ବାହାର ଗେଟ୍‌ ତାଲା ଭଙ୍ଗାହୋଇଛି ଘର ଭିତର କବାଟ ବି ଖୋଲା ରହିଛି। ଘରର ଜିନିସ ପତ୍ର ସବୁ ଏଣେ ତଣେ ପଡ଼ିଛି। ଏହା ଦେଖି ରିନାଙ୍କ ପାଦତଳୁ ମାଟି ଖସିପଡ଼ିଥିଲା। ରିନା ଘର ଭିତରେ ବୁଲି ଦେଖିଲେ ଲକର ଭାଙ୍ଗି ଲୁଟେରା ମାନେ ୩୦ ଭରିର ଗହଣା ସହ ନଗତ ୧୦ ହଜାର ଟଙ୍କା ଚୋରି କରି ନେଇଯାଇଛନ୍ତି। ଏନେଇ ରିନା ସଙ୍ଗେସଙ୍ଗେ ପୁଲିକୁ ଜଣାଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଲୁଟ୍‌ର ଶିକାର ହୋଇଥିବା ରିନା ପ୍ରଧାନ କହିଛନ୍ତି, ଚୋରି ହୋଇଥିବା ଦେଖିବା ପରେ ମୁଁ ସଙ୍ଗେସଙ୍ଗେ ଏୟାର୍ ଫିଲ୍ଡ ଥାନାକୁ ଯାଇ ସେଠାରେ ଲିଖିତ ଅଭିଯୋଗ କରିଛି। ମୋର ୩୦ ଭରିର ସୁନା ସହ ୧୦ ହଜାର ଟଙ୍କା ଚୋରି ହୋଇଯାଇଛି। ପୁଲିସ ଘରକୁ ଆସି ତଦନ୍ତ କରିବା ରେ ଘରେ ପଡ଼ିଥିବା ଭଙ୍ଗା ତାଲାକୁ ନେଇଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!