Saturday, November 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୂଆଖାଇ ପାଇଁ କ’ଣ କହିଲେ କୃଷି ମନ୍ତ୍ରୀ…

by Anil Panda
August 23, 2020
in Feature News, Politics
ନିଜେ ବଂଚିବା ବିଶ୍ୱକୁ ବଂଚାଇବା : ଅରୁଣ
401
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସାରା ରାଜ୍ୟ ଆଜି ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ଏଥିରେ କରୋନା ମହାମାରୀ ଆଡ଼ ସୃଷ୍ଟି କରିଛି । ଆଜି ନୂଆଖାଇ ଅବସରରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ରାଜ୍ୟ ବାସୀଙ୍କୁ ନୂଆଖାଇ ଜୁହାର ହୋଇଛନ୍ତି । ନୂଆଖାଇ ଓଡ଼ିଶାର ଏକ ଗଣପର୍ବ । ପ୍ରାୟତଃ ଓଡ଼ିଶାର ପଶ୍ଚିମ ଭାଗରେ ଏହା ବହୁଳ ଭାବରେ ପାଳନ କରାଯାଏ । ଏ ଅବସରରେ କୋଟି ଜୁହାର ବୋଲି ମନ୍ତ୍ରୀ ଡ. ସାହୁ କହିବା ସହ ଚାଷୀର ଶ୍ରମ ଓ ଚାଷ ଅମଳର ନୂଆଅନ୍ନ (ନବାନ୍ନ) ଇଷ୍ଟଦେବୀଙ୍କୁ ସମର୍ପଣ ପରେ ଆଜି ଘରେ ଘରେ ଏହା ପାଳିତ ହେଉଛି ବୋଲି କହିଛନ୍ତି । ଭାଇଚାରାର ଏହି ପର୍ବ କରୋନା ମହାମାରୀ ସମୟରେ ସାମାନ୍ୟ ଫିକା ପଡ଼ିଥିଲେ ମଧ୍ୟ ଆମ ସମାଜର ପ୍ରଗତି ଆଗକୁ ଆଗକୁ ଯିବ ଏବଂ ପରମ୍ପରା ଉଜ୍ଜିବିତ ରହିବ ବୋଲି ସେ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!