Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଧିକ ୟୁରିଆ ସାର ଯୋଗାଇବା ପାଇଁ ପଦକ୍ଷେପ ନିଆଯାଇଛି

by Anil Panda
August 21, 2020
in State
ଅଧିକ ୟୁରିଆ ସାର ଯୋଗାଇବା ପାଇଁ ପଦକ୍ଷେପ ନିଆଯାଇଛି
271
VIEWS
Share on FacebookShare on Twitter

ଭୂବନେଶ୍ୱର, (ବାଘୁଆବାର୍ତ୍ତା) : ସଂପ୍ରତି କୋଭିଡ୍‌-୧୯ ସ୍ଥିତିରେ ରାଜ୍ୟ ତଥା ଦେଶରେ ମାର୍ଚ୍ଚ ମାସଠାରୁ ବିଭିନ୍ନ ପର୍ଯ୍ୟାୟ ଲକ୍‌ଡାଉନ ଓ ସଟ୍‌ଡାଉନ ଜାରି କରାଯିବା ପରିପ୍ରେକ୍ଷୀରେ ଖରିଫ ଚାଷ ନିମନ୍ତେ ଆବଶ୍ୟକ ପରିମାଣର ୟୁରିଆ ସାର ଉତ୍ପାଦନ ଓ ପରିବହନ ଆଦି ବାଧାପ୍ରାପ୍ତ ହୋଇଥିଲା । ଯଦ୍ୱାରା ଓଡ଼ିଶାରେ ମାର୍କଫେଡ ୩୧ ଜୁଲାଇ ୨୦୨୦ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ୧ ଲକ୍ଷ ୫୦ ହଜାର ଟନ ୟୁରିଆ ସାର ପ୍ରାପ୍ତ ହେବା ଓ ଏହାକୁ ବିକ୍ରୟ କେନ୍ଦ୍ରରେ ପହଞ୍ଚାଇବା ବଦଳରେ ୧ ଲକ୍ଷ ୫ ହଜାର ୬୬୨ ମେଟି୍ରକ ଟନ ପ୍ରାପ୍ତ ହୋଇଥିଲା । ତେବେ ଆବଶ୍ୟକତା ଅନୁଯାୟୀ ଅଧିକ ୟୁରିଆ ସାର ଯୋଗାଣ ଦିଗରେ ପଦକ୍ଷେପ ନିଆଯାଇଛି ବୋଲି ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ସୂଚନାଯୋଗ୍ୟ ଯେ ଚଳିତବର୍ଷ ଅଦ୍ୟାବଧି ୩୦ଟି ଜିଲ୍ଲାର ୨୦୮୧ଟି ପ୍ୟାକସ୍‌/ଲ୍ୟାମ୍ପସକୁ ୧ ଲକ୍ଷ ୧୭ ହଜାର ୫୫୦ ମେଟି୍ରକ ଟନ ୟୁରିଆ ସାର ଯୋଗାଇ ଦିଆଯାଇଛି ବୋଲି ମାର୍କଫେଡ ସୂତ୍ରରୁ ପ୍ରକାଶ । ଗତବର୍ଷ ଅଗଷ୍ଟ ୩୧ ତାରିଖ ସୁଦ୍ଧା ୧ ଲକ୍ଷ ୪୨ ହଜାର ୫୩୭ ମେଟି୍ରକ୍‌ ଟନ୍‌ ଏବଂ ସେପେଫମ୍ବର ୩୦ ତାରିଖ ସୁଦ୍ଧା ୧ ଲକ୍ଷ ୬୭ ହଜାର ୮୪୪ ମେଟି୍ରକ୍‌ ଯନ୍‌ ୟୁରିଆ ସାର ମାର୍କଫେଡ଼କୁ ଯୋଗାଇ ଦିଆଯାଇଥିଲା । ଅଗଷ୍ଟ ମାସରେ ଖରିଫ ନିମନ୍ତେ ଅଧିକ ୟୁରିଆ ସାର ଆବଶ୍ୟକ ପଡୁଥିବା ଦୃଷ୍ଟିରୁ ପର୍ଯ୍ୟାପ୍ତ ରେଲେୱ ର୍ୟାକ୍‌ର ଯୋଗାଣ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ମାର୍କଫେଡ ପକ୍ଷରୁ ଅନୁରୋଧ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!