Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆକାଉଣ୍ଟାଣ୍ଟଙ୍କ ଘରେ ପୁଲିସ୍‌ ଚଢ଼ାଉ, ୩ଶହ ପେଟି ମଦ ଜବତ

by ସଞ୍ଜୟ ସ୍ୱାଇଁ
April 12, 2024
in Crime, NATIONAL NEWS
ଆକାଉଣ୍ଟାଣ୍ଟଙ୍କ ଘରେ ପୁଲିସ୍‌ ଚଢ଼ାଉ, ୩ଶହ ପେଟି ମଦ ଜବତ
67
VIEWS
Share on FacebookShare on Twitter

କାନପୁର, (ବାଘୁଆବାର୍ତ୍ତା): ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଲିସ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉକୁ ଜୋରଦାର କରାଯାଉଛି। ଏହା ମଧ୍ୟରେ ଉତ୍ତରପ୍ରଦେଶର କାନପୁରରେ ଜଣେ ଆକାଉଣ୍ଟାଣ୍ଟଙ୍କ ଘରେ ଚଢ଼ାଉ ବେଳେ ପୁଲିସ୍‌ ଆଖି ଖୋସି ହୋଇଗଲା। କାରଣ ସମ୍ପୃକ୍ତ ଆକାଉଣ୍ଟାଣ୍ଟଙ୍କ ଘରୁ ଗୋଟିଏ କି ଦୁଇଟି ନୁହେଁ ବାହାରିଲା ୩ଶହ ବୋତଲ ମଦ । ଏହି ଘଟଣାରେ ସମ୍ପୃକ୍ତ ଆକାଉଣ୍ଟାଣ୍ଟଙ୍କୁ ବାନ୍ଧିଛି ପୁଲିସ୍‌। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ୍ ଗତ ରାତିରେ କାନପୁରରେ ରହୁଥିବା ଅଖିଳେଶ୍ୱର ନାମକ ଆକାଉଣ୍ଟାଣ୍ଟଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ତାଙ୍କ ଘରୁ ୧୦ ଲକ୍ଷ ଟଙ୍କା ମୂଲ୍ୟର ୩ଶହ ପେଟି ମଦ ଜବତ ହୋଇଛି। ତେବେ ଏହି ମଦ କ’ଣ ପାଇଁ ରଖା ଯାଇଥିଲା ଏଥିପାଇଁ କିଏ ଟଙ୍କା ଦେଇଥିଲା ତାହାର ଖୋଳତାଡ଼ ଚାଲିଛି। ଏହି ଘଟଣାରେ ପୁଲିସ୍‌ ଅଖିଳେଶ୍ୱରଙ୍କୁ ଗିରଫ କରି ଗୁଡ଼ାଇତୁଡ଼ାଇ ପଚରାଉଚରା କରୁଛି। ଏଥିସହ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହାର ବି ପତ୍ତା ଲଗାଉଛି ପୁଲିସ୍‌। ନିର୍ବାଚନ ସମୟରେ ଏପରି ଭାବେ ବିପୁଳ ପରିମାଣର ମଦ ଜବତ ପଛରେ ନିହାତି ଭାବେ କୌଣସି ରାଜନୈତିକ ଦଳର ହାତ ଥିବା ଆଲୋଚନା ହେଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!