Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖଣ୍ଡା ବୁଲାଇ ବନ୍ଧା ହେଲେ ପୂର୍ବତନ ଯବାନ

by ସଞ୍ଜୟ ସ୍ୱାଇଁ
March 24, 2024
in Crime, State
ଖଣ୍ଡା ବୁଲାଇ ବନ୍ଧା ହେଲେ ପୂର୍ବତନ ଯବାନ
118
VIEWS
Share on FacebookShare on Twitter

ବାଙ୍କୀ, (ବାଘୁଆବାର୍ତ୍ତା): ଶେଷରେ ପୋଲିସ ଜାଲରେ ପଡ଼ିଲେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିଥିବା ଅବସରପ୍ରାପ୍ତ କର୍ମଚାରୀ । ଅଭିଯୁକ୍ତ ଯବାନ ଜଣଙ୍କ ହେଲେ କଟକ ଜିଲ୍ଲା ହରିରାଜପୁର ଗାଁର ଅବସରପ୍ରାପ୍ତ ଯବାନ ସରୋଜ ଦାସ । ମିଳିଥିବା ସୂଚନା ଅନୁସାରେ, ଖଣ୍ଡା ବୁଲାଇବା ସହ ହତ୍ୟା କରିପା ପରେ ସରୋଜ ଫେରାର ହୋଇଯାଇଥିଲେ । ସେବେଠାରୁ ପୋଲିସ ତାଙ୍କୁ ଖୋଜୁଥିଲା । ସରୋଜ ପଦନପୁର ଜଙ୍ଗଲ ଶବର ସାହିରେ ଲୁଚିଥିଲେ । କୌଣସି ସୂତ୍ରରୁ ଖବର ପାଇଁ ପୋଲିସ ଚଖାଉ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ସୂଚନାଯୋଗ୍ୟ, ୬ ମାସ ତଳେ ବାଙ୍କୀରେ ଖଣ୍ଡା ଧରି ଆତଙ୍କ ଖେଳାଇବା ସହ ଜଣେ ପୋଲିସ ଏସଆଇଙ୍କୁ ହାଣି ଗୁରୁତର କରି ଫେରାର ହୋଇଯାଇଥିଲେ । ସେବେଠୁ ସରୋଜଙ୍କୁ ଧରିବାକୁ ଚେଷ୍ଟା କରୁଥିଲା ପୋଲିସ୍ । ବିଳମ୍ବିତ ରାତିରେ ତାଳବସ୍ତ ଫାଣ୍ଡି ଅନ୍ତର୍ଗତ ପଦନପୁର ବାଲି ତଇଲା ଶବର ସାହିରୁ ସରୋଜଙ୍କୁ ପୋଲିସ ଗିରଫ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!