Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚୋରି କରିବାରେ କେନ୍ଦ୍ର ସରକାର ଧୂରନ୍ଧର : ନରସିଂହ ମିଶ୍ର

by ସଞ୍ଜୟ ସ୍ୱାଇଁ
March 23, 2024
in Politics, State
ଚୋରି କରିବାରେ କେନ୍ଦ୍ର ସରକାର ଧୂରନ୍ଧର : ନରସିଂହ ମିଶ୍ର
65
VIEWS
Share on FacebookShare on Twitter

ବଲାଙ୍ଗୀରି, (ବାଘୁଆବାର୍ତ୍ତା): କେନ୍ଦ୍ର ସରକାର ଚୋରି କରିବାରେ ଧୂରନ୍ଧର I ନିର୍ବାଚନ ପୂର୍ବରୁ ଲୋକଙ୍କୁ କେନ୍ଦ୍ର ସରକାର ଯେଉଁ ଗ୍ୟାରେଣ୍ଟି ଦେଇଛନ୍ତି ତାହା ହାସ୍ୟାସ୍ପଦ I କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ପାଇଁ କାମ କରୁନାହାଁନ୍ତି। ଶିଳ୍ପପତିମାନଙ୍କ ପାଇଁ କାମ କରୁଛନ୍ତି I ପୂର୍ବ ନିର୍ବାଚନରେ ମଧ୍ଯ କେନ୍ଦ୍ର ସରକାର ଗ୍ୟାରେଣ୍ଟି ଦେଇଥିଲେ । ହେଲେ କେତେ କାମ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କଂଗ୍ରେସ ଯାହା ଗ୍ୟାରେଣ୍ଟି ଦିଏ ତାହା କରିକି ଦେଖାଏ I କଂଗ୍ରେସ ସରକାରକୁ ଆସିଲେ ଯାହା ଗ୍ୟାରେଣ୍ଟି ଦେଇଛି ଗୋଟି ଗୋଟି କରି ପୂରଣ କରାଯିବ ବୋଲି ନରସିଂହ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି I କେନ୍ଦ୍ର ସରକାର ଗତ ୧୦ ବର୍ଷ ଭିତରେ ଅନେକ ଆଇନ ଆଣିଛନ୍ତି I ଅନେକ ଶିଳ୍ପସଂସ୍ଥା ଉପରେ ଇଡି, ସିବିଆଇ ରେଡ କରିଛନ୍ତି କିନ୍ତୁ ପାର୍ଟି ଚାନ୍ଦା ମିଳିବା ପରେ ରଫାଦଫା ହୋଇଯାଇଛି I କେନ୍ଦ୍ର ସରକାର ଚୋରି କରିବା ପାଇଁ ୨୦୧୮ ମସିହାରେ ଇଲେକ୍ଟୋରାଲ ବଣ୍ଡ ନେଇ ଆଇନ ଆଣିଥିଲେ I ଯାହାକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଥିଲେ I ଏବେ କିଏ କେତେ ଟଙ୍କା ରାଜନୈତିକ ଦଳ ଗୁଡିକୁ ଚାନ୍ଦା ଦେଇଛନ୍ତି ତାହା ସାର୍ବଜନୀନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ I ବିଜେପି ୧୨ ହଜାର କୋଟି ଟଙ୍କା ପାଇଛି I ଦେଶର ସମସ୍ତ ରାଜନୈତିକ ଦଳ ଯେତେ ଟଙ୍କା ପାଇଛନ୍ତି ଏକା ବିଜେପି ତାଠୁ ଅଧିକ ଟଙ୍କା ପାଇଛି ବୋଲି କହିଛନ୍ତି ନରସିଂହ ମିଶ୍ର I

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!