Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହଙ୍ଗା ପଡ଼ିଲା ଖାଇବା ପରସିବା, ଗୁଗୁଲି ଓ କୋଏନାକୁ ୯ ହଜାର ଜୋରିମାନା

by Anil Panda
August 12, 2020
in Breaking, Feature News, Nayagarh
ମହଙ୍ଗା ପଡ଼ିଲା ଖାଇବା ପରସିବା, ଗୁଗୁଲି ଓ କୋଏନାକୁ ୯ ହଜାର ଜୋରିମାନା
2.4k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : କୋଭିଡ୍ ନିୟମକୁ ଖୋଲାଖୋଲି ଉଲଂଘନ କରିଛନ୍ତି ନୟାଗଡ଼ ସହର ଉପକଂଣ୍ଠରେ ଥିବା ଦୁଇଟି ହୋଟେଲ୍ । ଏନେଇ ଖବର ପାଇ ସ୍ପେଶାଲ୍ ସ୍ୱାର୍ଡ଼ ଟିମ୍ ଚଢ଼ାଉ କରିଥିବା ବେଳେ ନୟାଗଡ଼ ପିଟିଏସ୍ ଛକ ନିକଟବର୍ତ୍ତୀ କୋଏନା ହୋଟେଲର ଦୁଇ ଜଣ ବସି ଖାଉଥିବା ଦେଖିବାକୁ ପାଇଥିଲେ । ଯାହାକୁ ନେଇ କୋଏନା ହୋଟେଲ୍‌କୁ ଦୁଇ ହଜାର ଟଙ୍କା ଜୋରିମାନା କରାଯାଇଥିବା ଜଣାଯାଇଛି । ସେହିଭଳି ଭାବେ ଲେଙ୍କୁଡ଼ିପଡ଼ା ନିକଟସ୍ଥ ଗୁଗୁଲି ହୋଟେଲରେ କୋଡ଼ିଏରୁ ଉର୍ଦ୍ଧ୍ୱ ଲୋକଙ୍କୁ ହୋଟେଲ କର୍ମଚାରୀ ଖାଇବା ପରିସୁଥିବା ଦେଖା ଯାଇଥିଲା । ଯାହାକୁ ନେଇ ସ୍ପେଶାଲ୍ ସ୍ୱାର୍ଡ଼ ଗୁଗୁଲି ହୋଟେଲ୍‌ଠାରୁ ୭ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାଯାଇଛି । ଏହି ଚଢ଼ାଉରେ ନୟାଗଡ଼ ତହସିଲ୍‌ଦାର ଭିକାରୀ ସାହୁ, ସ୍ପେଶାଲ୍ ସ୍ୱାର୍ଡ଼ ଏସ୍‌ଆଇ ଧର୍ମେନ୍ଦ୍ର ଶିଆଳ ସାମିଲଙ୍କ ସହ କର୍ମଚାରୀମାନେ ସାମିଲ ହୋଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!