Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବକେୟା ଟଙ୍କା ମାଗିବାରୁ ଦୋକାନ ଉପରେ ବୋମାମାଡ଼

by ସଞ୍ଜୟ ସ୍ୱାଇଁ
March 16, 2024
in Crime, State
ବକେୟା ଟଙ୍କା ମାଗିବାରୁ ଦୋକାନ ଉପରେ ବୋମାମାଡ଼
27
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ପୁରୀ କୋଣାର୍କ ରାସ୍ତା ବାଲିଗୁଆଳି ନିକଟରେ ଏକ ମଟରସାଇକେଲ ମରାମତି ଦୋକାନ ଉପରେ ବୋମାମାଡ଼ ହୋଇଛି। ବୋମାମାଡ଼ରେ ଦୁଇ କର୍ମଚାରୀ ଆହତ ହୋଇଛନ୍ତି। ପୁଲିସ ବୋମାମାଡ଼ କରିଥିବା ଅଭିଯୁକ୍ତ କାହ୍ନା ଦାଶକୁ ଗିରଫ କରିଛି। ଗତକାଲି କାହ୍ନା ମଟରସାଇକେଲ ମରାମତି କରିବା ପାଇଁ ଯାଇଥିଲେ। ହେଲେ ତା’ପୂର୍ବରୁ କାହ୍ନାର ଦାଦା ମଟର ସାଇକେଲ ମରାମତି କରିଥିଲେ। ହେଲେ ସେ ଟଙ୍କା ଦେଇନଥିଲେ। ପୂର୍ବରୁ ଥିବା ବକେୟା ଟଙ୍କା ଦୋକାନୀ କାହ୍ନାକୁ ମାଗିଥିଲେ। ପୂର୍ବ ଟଙ୍କା ଦେଲେ ମଟରସାଇକେଲ ମରାମତି କରିବେ ବୋଲି କହିଥିଲେ। ଦୋକାନୀ କଥା ଶୁଣି କାହ୍ନା ରାଗି ଯାଇଥିଲେ। ମଟର ସାଇକେଲ ମରାମତି ନ କରି ପଳାଇ ଆସିଥିଲେ। ପରେ ରାତିରେ ମଟରସାଇକେଲ ମରାମତି ଦୋକାନ ଉପରେ ଦୁଇଟି ବୋମା ଫିଙ୍ଗି ଚମ୍ପଟ ମାରିଥିଲେ। ଏନେଇ ଦୋକାନୀ ମାଲିକ କାହ୍ନା ନାଁରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି କାହ୍ନା ଦାସକୁ ଗିରଫ କରିଥିଲା। ପୁରୀ ମେରାଇନଥାନା ପୁଲିସ ତା’ନକଟରୁ ଗୋଟିଏ ମଟର ସାଇକେଲ ଜବତ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!