Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମେଣ୍ଟ ଦ୍ୱନ୍ଦ୍ୱ ଭିତରେ ୟୁଟର୍ଣ୍ଣ ମାରିଲେ ମନମୋହନ

by ସଞ୍ଜୟ ସ୍ୱାଇଁ
March 10, 2024
in Politics, State
ମେଣ୍ଟ ଦ୍ୱନ୍ଦ୍ୱ ଭିତରେ ୟୁଟର୍ଣ୍ଣ ମାରିଲେ ମନମୋହନ
346
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମେଣ୍ଟ ସସପେନ୍ସ ମଧ୍ୟରେ ପୁଣି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଛନ୍ତି, ମେଣ୍ଟ କଥା ରାଷ୍ଟ୍ରୀୟ ସଭାପତି ବୁଝିବେ । ଓଡ଼ିଶାରେ ବିଜେପି କେମିତି ଲଢିବ, କାହା ସାହାଯ୍ୟରେ ଲଢିବ ତାହା ବିଜେପି ସଂସଦୀୟ କମିଟି ନିଷ୍ପତ୍ତି ନେବ । ଶନିବାର ଚାନ୍ଦବାଲି ଗସ୍ତରେ ଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ମନମୋହନ ସାମଲ । ଚାନ୍ଦବାଲିରୁ ଲଢିବେ କି ନାହିଁ ଉତରରେ ମନମୋହନ କହିଛନ୍ତି ଦଳ ଚାହିଁଲେ ସେ ଚାନ୍ଦବାଲି ଆସନରୁ ନିର୍ବାଚନ ଲଢିବେ । ବିଗତ ୫ ବର୍ଷ ଧରି ଚାନ୍ଦବାଲି ଲୋକଙ୍କ ସହ ସେ ଅଛନ୍ତି ଓ ତାଙ୍କ ସେବା କରୁଛନ୍ତି । ଏହା ସହ ମନମୋହନ କହିଛନ୍ତି, ରାଜ୍ୟରେ ବିଜେପି ଏକାକୀ ଲଢିବାର କ୍ଷମତା ରଖିଛି । ଦିଲ୍ଲୀରୁ ଫେରିବା ପରେ ମେଂଟ ନେଇ କୌଣସି ଆଲୋଚନା ହୋଇନଥିବା କହିଥିଲେ ମନମୋହନ ସାମଲ । ଏହା ସହ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ମଧ୍ୟ ଏହାକୁ ଖଣ୍ଡନ କରିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!