Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଧର୍ମଶାଳା ଟେଷ୍ଟ ଜିତିଲା ଭାରତ

by ସଞ୍ଜୟ ସ୍ୱାଇଁ
March 9, 2024
in NATIONAL NEWS, Sports
ମଜବୁତ ସ୍ଥିତିରେ ଟିମ ଇଣ୍ଡିଆ, ରୋହିତ ଓ ଗିଲଙ୍କ ଶତକ
37
VIEWS
Share on FacebookShare on Twitter

ଧର୍ମଶାଳା, (ବାଘୁଆବାର୍ତ୍ତା): ଧର୍ମଶାଳା ଟେଷ୍ଟ ଜିତିଲା ଭାରତ। ଏକ ଇନିଂସ ଓ ୬୪ ରନରେ ଇଂଲଣ୍ଡକୁ ପରାସ୍ତ କରିଛି ଟିମ ଇଣ୍ଡିଆ। ଆଜି ତୃତୀୟ ଦିନରେ ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ମ୍ଯାଚ୍ ଜିତି ନେଇଛି ଟିମ ଇଣ୍ଡିଆ। ଭାରତୀୟ ସ୍ପିନରଙ୍କ ଆଗରେ ୱିକେଟ ବଞ୍ଚାଇ ପାରିନଥିଲେ ଇଂଲଣ୍ଡ ଖେଳାଳି। ଅଶ୍ଵୀନଙ୍କ ଚମତ୍କାର ବୋଲିଂରେ ଇଂଲଣ୍ଡ ଧରାଶାୟୀ ହୋଇଯାଇଛି। ଦୁଇ ଦିନ ଥାଇ ମ୍ଯାଚ ହାତେଇଛି ଟିମ ଇଣ୍ଡିଆ। ସ୍ପିନର ଆର. ଅଶ୍ଵୀନ ସର୍ବାଧିକ ୫ଟି ୱିକେଟ ନେଇଛନ୍ତି। କୁଲଦୀପ ଯାଦବ ଗୋଟିଏ ୱିକେଟ ନେଇଛନ୍ତି। ସେହିପରି ଯଶପ୍ରୀତ ବୁମରାଙ୍କୁ ମଧ୍ୟ ଗୋଟିଏ ୱିକେଟ ମିଳିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୨୧୮ ରନ କରିଥିଲା। ଜବାବରେ ଭାରତ ପ୍ରଥମ ଇନିଂସରେ ବିଶାଳ ୪୭୭ରନ ସ୍କୋର ଛିଡ଼ା କରିଥିଲା। ପ୍ରଥମ ଇନିଂସରେ ଭାରତ ଇଂଲଣ୍ଡଠାରୁ ୨୫୯ ରନରେ ଆଗୁଆ ରହିଥିଲା। ତେବେ ଇଂଲଣ୍ଡର ଦ୍ଵିତୀୟ ପାଳି ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ମାତ୍ର ୧୧୩ରନରେ ମୂଲ୍ୟବାନ ୬ଟି ୱିକେଟ ହରାଇଥିଲା ବ୍ରିଟିଶ ଟିମ । ପ୍ରଥମ ଇନିଂସରେ ଦମଦାର ଖେଳ ଦେଖାଇ ବିଶାଳ ସ୍କୋର କରିଥିଲେ ଭାରତୀୟ ବ୍ୟାଟର। ଅଧିନାୟକ ରୋହିତ ଶର୍ମା ୧୦୩ ରନ ସଂଗ୍ରହ କରିଥିବାବେଳେ ଶୁବମନ ଗିଲ ୧୧୦ ରନ କରିଥିଲେ। ପାଡିକଲ ତୃତୀୟ ସର୍ବାଧିକ ୬୫, ଯଶସ୍ଵୀ ଜୟସ୍ଵାଲ ୫୭ ଏବଂ ସରଫରାଜ ଖାନ ୫୬ ରନ କରିଥିଲେ। ଇଂଲଣ୍ଡର ଶୋଏବ ବଶୀରଙ୍କୁ ୫ ୱିକେଟ ମିଳିଥିଲା।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!