Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଉରକେଲାରୁ ଶାହଜହାଁ ଶେଖ୍‌ର ସହଯୋଗୀ ଗିରଫ

by ସଞ୍ଜୟ ସ୍ୱାଇଁ
February 29, 2024
in Crime, State
ରାଉରକେଲାରୁ ଶାହଜହାଁ ଶେଖ୍‌ର ସହଯୋଗୀ ଗିରଫ
79
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ପଶ୍ଚିମବଙ୍ଗ ସନ୍ଦେଶଖାଲିରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଏବଂ ଜମି ହଡ଼ପ ମାମଲା ଅଭିଯୁକ୍ତ ଟିଏମସି ନେତା ଶାହଜହାଁ ଶେଖ୍‌ର ସହଯୋଗୀ ଅମୀର ଅଲ୍ଲୀ ଗିରଫ। ଗୁରୁବାର, ରାଉରକେଲା ସେକ୍ଟର ୧୩ରୁ ଅମୀର ଅଲ୍ଲୀକୁ ଗିରଫ କରିଛି କୋଲକାତା ପୋଲିସ। ସୂଚନା ଅନୁଯାୟୀ, ଅମୀର ଅଲ୍ଲୀର ପୁଅ ରାଉରକେଲା NITରେ ପାଠ ପଢ଼ୁଛି। ଆଉ ପୁଅକୁ ଦେଖା କରିବାକୁ ରାଉରକେଲା ଆସିଥିବାବେଳେ ଅମୀରକୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ସନ୍ଦେଶଖାଲିରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଏବଂ ଜମି ହଡ଼ପ ମାମଲା ଅଭିଯୁକ୍ତ ଟିଏମସି ନେତା ଶାହାଜହାଁ ଶେଖର ସହଯୋଗୀ ଅମୀର ଅଲ୍ଲୀକୁ ୫୫ ଦିନ ପରେ ଗୁରୁବାର ସକାଳେ ଗିରଫ କରାଯାଇଛି। ତେବେ ତାକୁ ଉତ୍ତର ୨୪ ପରଗଣା ଜିଲ୍ଲାର ଏକ ଅଦାଲତରେ ହାଜର ପରେ ୧୦ ଦିନିଆ ପୋଲିସ୍‌ ହେପାଜତରେ ପଠାଇଦିଆଯାଇଛି। ଆଉ ଏହି ମାମଲାରେ ପୋଲିସ ତାର ସହଯୋଗୀଙ୍କୁ ମଧ୍ୟ ଧରିବାକୁ ଚେଷ୍ଟା ଜାରି ରଖିଛି। ସେପଟେ ତୃଣମୂଳ କଂଗ୍ରେସ ଶାହାଜାନକୁ ୬ ବର୍ଷ ପାଇଁ ନିଲମ୍ବିତ ମଧ୍ୟ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!