Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାଟକୀୟ ଢଙ୍ଗରେ ବ୍ୟବସାୟୀଙ୍କୁ ଅପହରଣ, ଉଦ୍ଧାର କଲା ପୋଲିସ୍

by ସଞ୍ଜୟ ସ୍ୱାଇଁ
February 27, 2024
in Crime, State
ନାଟକୀୟ ଢଙ୍ଗରେ ବ୍ୟବସାୟୀଙ୍କୁ ଅପହରଣ, ଉଦ୍ଧାର କଲା ପୋଲିସ୍
56
VIEWS
Share on FacebookShare on Twitter

ସମ୍ବଲପୁର, (ବାଘୁଆବାର୍ତ୍ତା): ସମ୍ବଲପୁରରେ ନାଟକୀୟ ଢଙ୍ଗରେ ବ୍ୟବସାୟୀଙ୍କୁ ଅପହରଣ। ବିନିକାରୁ ଅପହରଣ ପରେ ବୁର୍ଲାରୁ କରାଯାଇଛି ଉଦ୍ଧାର । ବିନିକା ଦାନିପାଲି ଗାଁର ଅଶୋକ ଦାନିଙ୍କୁ ବୁର୍ଲାରୁ ଉଦ୍ଧାର କରିଛି ପୋଲିସ୍। ସୂଚନା ଅନୁସାରେ, ସୋନପୁର ଜିଲ୍ଲା ବିନିକାର ଅଶୋକ କୁମାର ଦାନି ଜଣେ ସାର ଓ ଧାନ ବ୍ଯବସାୟୀ। ବିନିକା କଲେଜ ଛକରେ ସତ୍ଯମ ଏଣ୍ଟରପ୍ରାଇଜେସ ନାଁରେ ଏକ ପେଷ୍ଟିସାଇଜ୍ ଦୋକାନ କରିଛନ୍ତି । ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ୫ ଜଣ ବ୍ଯକ୍ତି କାର ଯୋଗେ ଆସି ଅଟକାଇବା ପରେ ଅପହରଣ କରିଥିଲେ। ଏହି ସମୟରେ ବିନିକା ଥାନାକୁ ଜଣେ ଯୁବକ ଖବର ଦେବା ପରେ ପଶ୍ଚିମ ଓଡିଶାର ବିଭିନ୍ନ ଥାନାକୁ ଜଣାଇଥିଲା ପୋଲିସ। ପୋଲିସ ଭୟରେ ଅପହରଣକାରୀମାନେ ଅଶୋକଙ୍କୁ ବୁର୍ଲା ଗୋଲଗୁଣ୍ଡା ନିକଟରେ ଛାଡି ପଳାଇଥିଲେ। ଦୁର୍ବୃତ୍ତମାନେ ଅଶୋକଙ୍କୁ ମାଡ଼ ମାରିବା ସହ ୯୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!