Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଳଖିଆ ଦୋକାନ ଭାଙ୍ଗି ଲୁଟ୍ ଘଟଣା, ଦୁଇ ଗିରଫ

by ସଞ୍ଜୟ ସ୍ୱାଇଁ
February 24, 2024
in Crime, Nayagarh
ଜଳଖିଆ ଦୋକାନ ଭାଙ୍ଗି ଲୁଟ୍ ଘଟଣା, ଦୁଇ ଗିରଫ
465
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଇଟାମାଟି ଥାନା ଅଞ୍ଚଳରେ ଅଘଟଣ । ପ୍ରତାପପ୍ରସାଦ ଛକରେ ଜଳଖିଆ ଦୋକାନ ଦେଇଥିବା ଜଣେ ବ୍ୟକ୍ତିଙ୍କ ଦୋକାନରୁ ରାତି ଅଧରେ ଲୁଟ କରିବା ଘଟଣାରେ ଇଟାମାଟି ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଫରୁୱାର୍ଡ କରିଛି । ସୁଚନାନୁସାରେ ଦଶପଲ୍ଲା ଥାନା ଅଞ୍ଚଳର ତିଗିରି ଗ୍ରାମର ଜୟ ବାଜୁଙ୍କ ପୁଅ ବିଭୁତି ବାଜୁ ଇଟାମାଟି ଥାନା ଅନ୍ତର୍ଗତ ପ୍ରତାପପ୍ରସାଦ ଛକରେ ଏକ ଜଳଖିଆ ଦୋକାନ ଦେଇ ପରିବା ଚଳାଉଥିଲେ । ଗତ ୨୨ ତାରିଖ ରାତିରେ ବୃନ୍ଦାବନପୁର ଗ୍ରାମର ଦେବେନ୍ଦ୍ର ପ୍ରଧାନଙ୍କ ପୁଅ ବିଶ୍ୱଭୁଷଣ ପ୍ରଧାନ ଓ ସେହି ଗ୍ରାମର ଉଦ୍ଧବ କଳସଙ୍କ ପୁଅ ନବ କଳସ ଦୁହେଁ ମିଶି ରାତି ୧୨ ଟାରେ ଦୋକାନ କବାଟ ବାଡେଇ ଲୁଟ କରିଥିଲେ । ତାଙ୍କ ଦୋକାନରୁ ୩ ହଜାର ଟଙ୍କା ନେବା ସହ ଗ୍ୟାସ ସିଲିଣ୍ଡର ଓ କିଛି ସାମଗ୍ରୀ ଲୁଟ କରିଥିଲେ । ଏହାକୁ ନେଇ ଦୋକାନୀ ବିଭୁତି ବାଜୁ ଇଟାମାଟି ଥାନାରେ ଅଭିଯୋଗ କରିଥିଲେ । ଇଟାମାଟି ଥାନା ପକ୍ଷରୁ କେସ୍ ନଂ – ୬୧ ରେ ମାମଲା ରୁଜୁ କରି ଉଭୟ ବିଶ୍ୱଭୁଷଣ ଓ ନବ କଳସକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ୧୮୦୦ ଟଙ୍କା ରିକଭରି କରିବା ସହ ଗ୍ୟାସ ସିଲିଣ୍ଡର ଓ କିଛି ଆସବାବ ପତ୍ର ପୁଲିସ ଜବତ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!