Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବେଆଇନ ଦେଶୀ ମଦ ଭାଟିଉପରେ ଚଢ଼ାଉ

by ସଞ୍ଜୟ ସ୍ୱାଇଁ
February 23, 2024
in Crime, State
ବେଆଇନ ଦେଶୀ ମଦ ଭାଟିଉପରେ ଚଢ଼ାଉ
31
VIEWS
Share on FacebookShare on Twitter

କଣାସ, (ବାଘୁଆବାର୍ତ୍ତା): ସତ୍ୟବାଦୀ ପୋଲିସର ବଡ଼ ସଫଳତା । ବେଆଇନ ଚୋରି ଦେଶୀ ମଦ ଭାଟି ଉପରେ ଚଢ଼ାଉ । ୧୨୦୦ ଲିଟର ଦେଶୀ ମଦ ଜବତ । ସାକ୍ଷୀଗୋପାଳ ଷୋଳହଳ ଗାଁରେ ହେଉଥିଲା ବେଆଇନ ଦେଶୀ ମଦ ପ୍ରସ୍ତୁତି ହେଉଥିଲା । ପୁରୀ ଅବକାରୀ ବିଭାଗକୁ ଖୋଲା ଚ୍ୟାଲେଞ୍ଜ ଦେଉଥିଲେ ମଦ ମାଫିଆ । ସେମାନଙ୍କୁ ଧରିବାରେ ଅବକାରୀ ବିଭାଗ ଫେଲ ମାରିଥିବା ବେଳେ ଅନେକ ମଦବେପାରୀଙ୍କୁ ସତ୍ୟବାଦୀ ପୋଲିସ କାବୁ କରିଛି । ବିଶେଷ ସୂତ୍ରରୁ ଷୋଳହଳ ଗାଁର କେନାଲ ପଠାରେ ଦେଶୀ ମଦ ରନ୍ଧାହୋଇ ବିକ୍ରି ହେଉଥିବାର ଖବର ପାଇ IICଙ୍କ ନେତୃତ୍ବରେ ପୋଲିସ ସଦଳେ ବଳେ ଚଢ଼ାଉ କରିବାରେ ଅଭିଯୋଗକାରୀ ପୋଲିସକୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଘଟଣା ସ୍ଥଳରୁ ବିପୁଳ ପରିମାଣର ମଦ ତିଆରି ପାଇଁ ପ୍ଲାଷ୍ଟିକ ଜାର୍କିନରେ ଗଛିତ ଥିବା ପୋଚ (୧୨୦୦ LTR) ସହିତ ଅନ୍ୟାନ ଆନୁସଙ୍ଗିକ ଜିନିଷପତ୍ର ଯଥା ୟୁରିଆ ସାର, ଗୁଡ, ରସ ହାଣ୍ଡି ଇତ୍ୟାଦି ଜବତ କରାଯାଇଛି । ସମସ୍ତ ଜବତ ପୋଚକୁ ଘଟଣାସ୍ଥଳରେ ନଷ୍ଟ କରିଦିଆଯାଇଛି । ଘଟଣାରେ ସମ୍ପୃକ୍ତ ଅଭିଯୋଗକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ବୋଲି ସତ୍ୟବାଦୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!