Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଗିଗଲେ ବୁମ୍‌ରାଙ୍କ ସ୍ତ୍ରୀ ସଞ୍ଜନା, କାହିଁକି ୟୁଜର୍ସ କହିଲେ ‘ମୋଟି’

by ସଞ୍ଜୟ ସ୍ୱାଇଁ
February 13, 2024
in NATIONAL NEWS, Sports
ରାଗିଗଲେ ବୁମ୍‌ରାଙ୍କ ସ୍ତ୍ରୀ ସଞ୍ଜନା, କାହିଁକି ୟୁଜର୍ସ କହିଲେ ‘ମୋଟି’
102
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଟିମ୍‌ ଇଣ୍ଡିଆର ଷ୍ଟାର୍‌ ବୋଲର୍‌ ଜସପ୍ରିମ ବୁମ୍‌ରା। ସେ ଯେତିକି ପପୁଲାର ତାଙ୍କ ସ୍ତ୍ରୀ ସଞ୍ଜନା ଗଣେସନ ମଧ୍ୟ ସେତିକି ଚର୍ଚ୍ଚିତ। ସେ କ୍ରିକେଟ ଖେଳୁନଥିଲେ ମଧ୍ୟ କ୍ରିକେଟ୍‌ ଦୁନିଆ ସହ ଜଡିତ। ହେଲେ ନିକଟରେ ସେ ବଡି ଶେମିଂର ଶିକାର ହୋଇଛନ୍ତି। ତାଙ୍କ ମୋଟା ପଣକୁ ନେଇ କିଛି ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି। ଏହାକୁ ନେଇ ରାଗି ଯାଇଛନ୍ତି ବୁମ୍‌ରାଙ୍କ ସ୍ତ୍ରୀ। ଭାଲେଣ୍ଟାଇନ୍‌ ଡେ’ ଅବସରରେ ଜସପ୍ରିତ ବୁମ୍‌ରା ସୋଶାଲ ମିଡିଆରେ ଏକ ପ୍ରମୋସନାଲ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓରେ ତାଙ୍କ ପିତ୍ନୀ ସଞ୍ଜନା ଗଣେସନ ମଧ୍ୟ ନଜର ଆସିଥିଲେ। ବୁମ୍‌ରାଙ୍କ ଏହି ପୋଷ୍ଟ ପରେ ଜଣେ ୟୁଜର୍ସ ସଞ୍ଜାନଙ୍କ ବଡି ଶେମିଂ କରିଛନ୍ତି। ତାଙ୍କୁ ‘ମୋଟି’ ବୋଲି କହିଛନ୍ତି। ଏହାକୁ ନେଇ ରାଗି ଯାଇଛନ୍ତି ସଞ୍ଜନା। ପ୍ରକୃତରେ ବୁମ୍‌ରା ଯେଉଁ ଭିଡିଓ ପୋଷ୍ଟ କରିଥିଲେ ସେଥିରେ ଜଣେ ୟୁଜର୍ସ ସଞ୍ଜନାଙ୍କୁ କମେଣ୍ଟ କରି ‘ଭାଉଜ ଆପଣ ମୋଟି ହୋଇଗଲେଣି’ ବୋଲି କହିଥିଲେ। ଏହି କମେଣ୍ଟକୁ ଦେଖି ସଞ୍ଜନା ଭଡକି ଯାଇଛନ୍ତି। ସେ ତାଙ୍କ ବଡି ଶେମିଂ କରି କମେଣ୍ଟ କରିଥିବା ୟୁଜର୍ସଙ୍କୁ ଦେଇଛନ୍ତି କଡ଼ା ଜବାବ। ସେ କହିଛନ୍ତି, ” ନିଜ ସ୍କୁଲ ବେଳର ବିଜ୍ଞାନ ପାଠ ମନେ ନଥିବ, ତୁମେ ମହିଳାଙ୍କ ଶରୀର ବିଷୟରେ ମନ୍ତବ୍ୟ ଦେବାକୁ ଆସିଛ .. ଶୀଘ୍ର ଯାଅ ଏଠୁ .. ତୁମେ କିପରି ମହିଳାଙ୍କ ଶରୀର ଉପରେ ମନ୍ତବ୍ୟ ଦେବାକୁ ସାହସ କରୁଛ?” ପ୍ରଶଂସକଙ୍କୁ ବୁମରାଙ୍କ ପତ୍ନୀଙ୍କ ଟ୍ରୋଲର୍‌ଙ୍କୁ ଦେଇଥିବା ଏହି ଜବାବ ବେଶ୍‌ ପସନ୍ଦ ଆସିଛି। ଉଲ୍ଲେଖଯୋଗ୍ୟ ଯେ, ବୁମ୍‌ରାଙ୍କ ସ୍ତ୍ରୀ ପେସାରେ ଜଣେ ଟିଭି ହୋଷ୍ଟ ବା ଆଙ୍କର। ୨୦୨୧ରେ ସେ ଷ୍ଟାର କ୍ରିକେଟର୍‌ ଜସପ୍ରିତ ବୁମ୍‌ରାଙ୍କୁ ବିବାହ କରିଥିଲେ। ଗତବର୍ଷ ସେପ୍ଟେମ୍ବର ୪ ତାରିଖରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏଥିପାଇଁ ସେ ଏବେ ଘରେ ରହି ନିଜ ମଦରହୁଡ୍‌କୁ ଏନ୍‌ଜୟ କରୁଛନ୍ତି। ସେ ନିଜ କାମରୁ କିଛି ଦିନ ପାଇଁ ବିରତି ନେଇଛନ୍ତି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!