Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୩ ବର୍ଷର ଯୁବକଙ୍କୁ ବାହା ହେବେ ଦୁଇ ଛୁଆର ମା’

by Anil Panda
July 30, 2020
in Breaking, Nayagarh
୨୩ ବର୍ଷର ଯୁବକଙ୍କୁ ବାହା ହେବେ ଦୁଇ ଛୁଆର ମା’
2.7k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଂଚଳରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି । ଥାନାରେ ଅଟକ ଥିବା ଜଣେ ମହିଳା ଜଣେ ୨୩ ବର୍ଷିୟ ଯୁବକଙ୍କୁ ବାହା ହେବାକୁ ଅଡ଼ି ବସିଥିବା ଜଣାଯାଇଛି । ସୂଚନାନୁସାରେ, ଉକ୍ତ ଥାନା ଅଂଚଳର ଏକ ଗ୍ରାମର ଏହି ମହିଳାଙ୍କ ସ୍ୱାମୀ ରୋଗାକ୍ରାନ୍ତ ହୋଇ ପଡ଼ିଛନ୍ତି । ଫଳରେ ମହିଳା ଜଣଙ୍କ ଗ୍ରାମର ଜଣେ ୨୩ ବର୍ଷିୟ ଯୁବକଙ୍କ ସହ କିଛିଦିନ ହେବ ସଂମ୍ପର୍କରେ ରହିଥିଲେ । ଦୁଇ ଦିନ ତଳେ ରାତିରେ ଯୁବକ ଜଣଙ୍କ ମହିଳାଙ୍କ ଘରେ ପଶିଥିବା ବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଥିଲେ । ଗ୍ରାମବାସୀ ଉଭୟ ଯୁବକ ଏବଂ ମହିଳାଙ୍କୁ ଧରି ଥାନାରେ ଦେଇଥିବା ବେଳେ ମହିଳା ଜଣଙ୍କ ଉକ୍ତ ଯୁବକଙ୍କୁ ବିବାହ କରିବା ପାଇଁ ଅଡ଼ି ବସିଥିଲେ । ଅନ୍ୟପକ୍ଷେ, ମହିଳାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବାରୁ ପୁଲିସ ଏହାକୁ ନେଇ ଏକ ଦ୍ୱନ୍ଦାତ୍ମକ ପରିସ୍ଥିତିରେ ପଡ଼ି ଆଜି ଉଭୟଙ୍କୁ ଥାନାରୁ ଛାଡ଼ିଛି । ମହିଳା ଜଣଙ୍କ ତାଙ୍କ ସ୍ୱାମୀକୁ ଛାଡ଼ପତ୍ର ଦେଇ ଉକ୍ତ ଯୁବକଙ୍କୁ ବିବାହ କରିବା ଏକ ପ୍ରକାର ସ୍ଥିର ହୋଇଥିବା ଜଣାଯାଇଛି । ଏହି ମହିଳାଙ୍କୁ ଦୁଇଟି ଛୁଆ ରହିଥିବା ଜଣାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!