Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇଡିର ଅଭିଯୋଗ, ସହଯୋଗ କରୁନାହାଁନ୍ତି ହେମନ୍ତ

by ସଞ୍ଜୟ ସ୍ୱାଇଁ
February 13, 2024
in NATIONAL NEWS, Politics
ଇଡିର ଅଭିଯୋଗ, ସହଯୋଗ କରୁନାହାଁନ୍ତି ହେମନ୍ତ
32
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସହଯୋଗ କରୁନାହାଁନ୍ତି। ଏନେଇ ଅଭିଯୋଗ କରିଛି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) । ତାଙ୍କ ଏବଂ ଅନ୍ୟମାନଙ୍କ ବିରୋଧରେ ଅର୍ଥ ହେରଫେର ମାମଲା ଇଡି ତଦନ୍ତ କରୁଛି। ଏଜେନ୍ସି କହିଛି ଯେ ଜେଏମଏମ ନେତାମାନେ ସେମାନଙ୍କ ଦ୍ୱାରା ଅଧିଗ୍ରହଣ ହୋଇଥିବା ଜମି ବିଷୟରେ ସୂଚନା ଦେବାକୁ ଚାହୁଁନାହାଁନ୍ତି। ତଦନ୍ତକାରୀ ସଂସ୍ଥା PMLA କୋର୍ଟର ବିଚାରପତି ରାଜୀବ ରଂଜନଙ୍କ ସମ୍ମୁଖରେ ସୋରେନଙ୍କୁ ହାଜର କରିଥିଲେ। ତାଙ୍କ ହେପାଜତକୁ ତିନି ଦିନ ବଢାଇଥିଲେ। ଜାନୁଆରୀ 31ରେ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। କିଛି ଘଣ୍ଟା ପରେ ଇଡି ତାଙ୍କୁ ଗିରଫ କରିଥିଲା।ଇଡି କୋର୍ଟଙ୍କୁ କହିଛନ୍ତି ଯେ ହେମନ୍ତ ସୋରେନ ଏବଂ ତାଙ୍କ ଅଭିଯୁକ୍ତ ଘନିଷ୍ଠ ସହଯୋଗୀ ବିନୋଦ ସିଂଙ୍କ ମଧ୍ୟରେ Whatsapp Chat ହୋଇଛି l ଯେଉଁଥିରେ ରାଞ୍ଚିର ବାରାଗାଇ ଅଞ୍ଚଳରେ 8.5 ଏକର ଜମିରେ ପ୍ରସ୍ତାବିତ ହଲ୍ ବିଷୟରେ ସୂଚନା ମିଳିଥିଲା | ବେଆଇନ ଭାବେ ସୋରେନଙ୍କ ଦ୍ୱାରା ଅକ୍ତିଆର ହୋଇଥିବା ଏବଂ ଏହା ଅସ୍ଥାବର ସମ୍ପତ୍ତି ବୋଲି ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛି। ଏଜେନ୍ସି ଇଡି କୋର୍ଟରୁ ଚାରି ଦିନିଆ ରିମାଣ୍ଡ ମାଗିଥିଲା ଏବଂ ଆଫିଡେଭିଟ୍‌ରେ କହିଛି ଯେ ହେମନ୍ତ ସୋରେନ ସହଯୋଗ କରୁନାହାଁନ୍ତି ଏବଂ ତାଙ୍କ ତଥା ତାଙ୍କ ନିକଟ ସମ୍ପର୍କୀୟଙ୍କ ଦ୍ୱାରା ପ୍ରାପ୍ତ ସମ୍ପତ୍ତି ସମ୍ପର୍କରେ ପ୍ରକୃତ ତଥ୍ୟ ପ୍ରକାଶ କରୁନାହାଁନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!