Sunday, September 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାଲିଛି ମାନସ ମନ୍ଥନ, ଜିଲ୍ଲାରେ ଲମ୍ବା ସଟଡାଉନ୍ !

by Anil Panda
July 30, 2020
in Breaking, Feature News, Nayagarh
ଚାଲିଛି ମାନସ ମନ୍ଥନ, ଜିଲ୍ଲାରେ ଲମ୍ବା ସଟଡାଉନ୍ !
5.9k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ଜିଲ୍ଲାକୁ ଲମ୍ବା ସଟ୍ଡାଉନ୍ ଘୋଷଣା କରିବା ନେଇ ମାନସ ମନ୍ଥନ ଚଲାଇଛନ୍ତି । ଅନ୍ୟ ଜିଲ୍ଲା ଭଳି ଅଗଷ୍ଟ ପହିଲାରୁ ନୟାଗଡ଼ ଜିଲ୍ଲାକୁ ୧୪ ଦିନ କିମ୍ବା ୧୦ଦିନ ସଟ୍ଡାଉନ୍ ଘୋଷଣା କରିବା ଯିବା ନେଇ ପ୍ରଶାସନ ନିଷ୍ପତ୍ତି ନେବାର ସମ୍ଭାବନା ରହିଥିବା ଜଣାଯାଇଛି । ସୂଚନାନୁସାରେ, ଜିଲ୍ଲାରେ ଆଜି ସୁଦ୍ଧା କରୋନା ଆକ୍ରାନ୍ତ ସଂଖ୍ୟା ୫୬୧ରେ ପହଂଚିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୩୫୦ରୁ ଉଦ୍ଧ୍ୱର୍ ରହିଛି । ପ୍ରତ୍ୟେକ ଦିନ ୧୦ରୁ ଉଦ୍ଧ୍ୱର୍ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ଜିଲ୍ଲାର ଅଧିକାଂଶ ବ୍ଲକରେ ଆକ୍ରାନ୍ତ ସଂଖ୍ୟା ୫୦ରୁ ଉଦ୍ଧ୍ୱର୍ ହୋଇସାରିଛି । ଏଭଳି ପରିସ୍ଥିତି ଲୋକେ କରୋନା କଟକଣାକୁ ଅଣଦେଖା କରୁଥିବା ବେଳେ ଗ୍ରାମାଞ୍ଚଳରେ ଗୃହ ସଂଗରୋଧ କିଛି ମାନେ ରହୁନଥିବା ଜଣାଯାଇଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଜିଲ୍ଲାକୁ ସଟ୍ଡାଉନ୍ କରିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!