Tuesday, November 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍କୁଲ ସ୍ତରରୁ ସୃଷ୍ଟିହେବେ କ୍ରିକେଟର

by ସଞ୍ଜୟ ସ୍ୱାଇଁ
February 7, 2024
in Sports, State
ସ୍କୁଲ ସ୍ତରରୁ ସୃଷ୍ଟିହେବେ କ୍ରିକେଟର
84
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସ୍କୁଲ ସ୍ତରରୁ ସୃଷ୍ଟିହେବେ କ୍ରିକେଟର। ରାଜ୍ଯ ପାଇଁ ଆଣିବେ ଗୌରବ। ଓଡ଼ିଶା କ୍ରିକେଟ ଆସୋସିସନର ଅଭିନବ ପ୍ରୟାସ। ପ୍ରତିଭାବାନ ଖେଳାଳିଙ୍କୁ ଏକାଡେମୀରେ ଦିଆଯିବ ପ୍ରଶିକ୍ଷଣ। ଓସିଏ ପ୍ରଥମ ଥର ଲାଗି ସ୍କୁଲ ସ୍ତରରେ କ୍ରିକେଟ ପ୍ରତିଭା ଅନ୍ବେଷଣ ପାଇଁ ଆରମ୍ଭ କରିଛି ଅନ୍ତଃ ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ସାରା ରାଜ୍ଯରେ ପ୍ରତି ଜିଲ୍ଲାରେ ୧୦ରୁ ୨୦ଟି ସ୍କୁଲ କ୍ରିକେଟ ଟିମକୁ ନେଇ ଚାଲିଛି ଅନ୍ତଃ ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଟିମଗୁଡିକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇ ଲିଗ ଭିତ୍ତିରେ ୪୦ ଓଭର ବିଶିଷ୍ଟ ମ୍ୟାଚ ଅନୁଷ୍ଠିତ ହେଉଛି। ପ୍ରତି ସ୍କୁଲ କ୍ରିକେଟ ଟିମ ୪ଟି ଲେଖାଁଏ ମ୍ୟାଚ ଖେଳିବା ପରେ ଗ୍ରୁପ ଚାମ୍ପିଅନ ଟିମକୁ ନେଇ ସେମିଫାଇନାଲ ଓ ଫାଇନାଲ ଅନୁଷ୍ଠିତ ହେବ। ପରେ ଏଥିରୁ ପ୍ରଦର୍ଶନ ଭିତ୍ତିରେ ଶ୍ରେଷ୍ଠ ଖେଳାଳିଙ୍କୁ ବଛାଯିବ। ପ୍ରଥମ ଥର ଲାଗି ଏହି ଟୁର୍ଣ୍ଣାମେଣ୍ଟରୁ ୧୨ରୁ ୧୪ବର୍ଷ ମଧ୍ଯରେ ଥିବା ଶ୍ରେଷ୍ଠ ୫୦ କ୍ରିକେଟରଙ୍କୁ ଚୟନ କରାଯାଇ ଓସିଏ ଏକାଡେମୀରେ ରଖାଯିବ। ଅଭିଜ୍ଞ କୋଚମାନେ ଚିହ୍ନଟ କ୍ରିକେଟର ମାନଙ୍କୁ ପ୍ରଶିକ୍ଷଣ ଦେଇ ରାଜ୍ଯ ଦଳ ପାଇଁ ପ୍ରସ୍ତୁତ କରିବେ। ଓସିଏର ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି କ୍ରୀଡା ଶିକ୍ଷକ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!