Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେପି ବିଧାୟକ ଦଳ ବୈଠକ ଶେଷ

by ସଞ୍ଜୟ ସ୍ୱାଇଁ
February 5, 2024
in Politics, State
ବିଜେପି ବିଧାୟକ ଦଳ ବୈଠକ ଶେଷ
38
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଶେଷ ହେଲା ବିଜେପି ବିଧାୟକ ଦଳ ବୈଠକ । ବିଧାନସଭାରେ ପରିକ୍ରମା ପ୍ରକଳ୍ପରେ ୪୨୦୦ କୋଟିର ହିସାବ ମାଗିବ ବିଜେପି। ଏନେଇ ବିଧାନସଭା ଅଧିବେଶନ ପୂର୍ବରୁ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ଅର୍ପଣ ରଥ ବୁଲାଇ ଜଗନ୍ନାଥଙ୍କୁ ଅପମାନ କଥା ବି ତ ବିଧାନସଭାରେ ଉଠାଇବ ବିଜେପି। ନୂଆ ଓ କାର୍ଯ୍ୟକ୍ରମ କରି ଶିକ୍ଷା ବ୍ୟବସ୍ଥାକୁ ସରକାର ନଷ୍ଟ କରି ସାରିଲେଣି ରାଜ୍ୟ ସରକାର । ଏ ପ୍ରସଙ୍ଗକୁ ନେଇ ବି ସରକାରଙ୍କୁ ଘେରିବ ବିଜେପି। ଶେଷ ଅଧିବେଶନ ଯୋଗୁଁ ୫ ବର୍ଷର ହିସାବ ବିକାଶ ମଗାଯିବା ସହ ଏହି ଅଧିବେଶନରେ ସରକାରଙ୍କ ଦୁର୍ନୀତି ଭ୍ରଷ୍ଟାଚାର ଚିତ୍ର ଲୋକଙ୍କୁ ଦେଖେଇବୁ ବୋଲି କହିଛି ବିଜେପି । ଏହା ସହ ମଦ ବେପାରୀଙ୍କ ଠାରୁ ୪୦୦ କୋଟି ଜବତ ଘଟଣା । ମଦ ବିକ୍ରିକୁ ପ୍ରୋତ୍ସାହନ ଯୋଗୁଁ ଅପରାଧ ବୃଦ୍ଧି ହୋଇଛି । ଗରିବ, ଚାଷୀଙ୍କୁ ସରକାରଙ୍କ ଶୋଷଣ, ଧାନ ବିକ୍ରି ଅବ୍ୟବସ୍ଥା କଥା ବି ଗୃହରେ ଉଠିବ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!